33.1 C
Bhubaneswar
Wednesday, April 24, 2024
Homeଅପରାଧଦୁଇ ବାଇକି ଚାଳକ ଓଭର୍ଟେକ କରିବା ସମୟରେ ମୁହାଁମୁହିଁ ଧକ୍କା ହୋଇ ଟ୍ରଲର ତଳେ ପଡି...

ଦୁଇ ବାଇକି ଚାଳକ ଓଭର୍ଟେକ କରିବା ସମୟରେ ମୁହାଁମୁହିଁ ଧକ୍କା ହୋଇ ଟ୍ରଲର ତଳେ ପଡି ୨ ମୃତ ୩ ଆହାତ

ଯାଜପୁର : ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ।ମାନ୍ତିରା ଛକ ନିକଟରେ ରାବେଣା ଗ୍ରାମର କଳାକାର ପତି ଓ ପଙ୍କପାଳ ର ନିଳମଣୀ ଦେଇ ପୁର ଶାସନର ଶିଶିର ବେହେରା ଦୁଇ ବାଇକି ଚାଳକ ଓଭରଟେକେ କରିବା ସମୟରେ ବାଇକି ବାଇକି ମୁହାଁମୁହିଁ ଧକ୍କା ହୋଇ ମିଲିଟାରୀ ଛକପଟୁ ଆସୁ ଥିବା ଟ୍ରଲର ପଙ୍କପାଳ ଆଡେ ଯିବା ସମୟରେ ଦୁଇ ବାଇକଚାଳକ ଟ୍ରଲର ତଳେ ପଡି ଯିବାରୁ ଘଟଣା ସ୍ଥଳରେ ୨ଜଣ ଙ୍କର ମୃତ୍ୟୁ ହୋଇଥିଲା ଓ ୩ଜଣ ଆହାତ ହୋଇଥିଲା ଯଖପୁରା ପୋଲିସ ଖବର ପାଇ ଘଟଣାସ୍ଥଳରେ  ପହଂଚି ଶବକୁ ଜବତ କରି ବେବଛେଦ ପାଇଁ ଦାନଗଦୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ ଏବଂ ୩ଜଣ ଗୁରୁତର ଥିବାରୁ ତାଙ୍କୁ ଟାଟା ମେଡିକା ହସ୍ପିଟାଲ କଳିଙ୍ଗ ନଗରକୁ ପଠାଇ ଥିଲେ ଓ ଆକ୍ସିଡେଣ୍ଟ କରିଥିବା ଟ୍ରଲର କୁ ମଧ୍ୟ ଜବତ କରି ଥିଲେ। ଏହି ଦୃଘଟଣାକୁ ନେଇ ମୃତ ଲୋକ ର ପରିବାର ବର୍ଗ ମାନ୍ତିରା ଛକ ରାସ୍ତା ବନ୍ଦ କରିଥିଲେ। ଏଥି ଯୋଗୁ ସମସ୍ତ ଯାନବାହନ ଚଳାଚଳ ଠପ ହୋଇଥିଲା ଘଟଣା ସ୍ତଳରେ ସୁକିନ୍ଦା ବିଧ୍ୟାୟକ ପ୍ରୀତି ରଞ୍ଜନ ଘଡ଼ାଇ ପହଂଚି ମୃତ ବ୍ୟକ୍ତି ଙ୍କର ପରିବାର ଙ୍କୁ କ୍ଷତି ପୂରଣ ବାବଦକୁ  ୫ ଲକ୍ଷ୍ୟ ଟଙ୍କା ସାହାଯ୍ୟ ଦେବାକୁ ଘୋଷଣା କରିଥିଲେ ଓ ଆହାତ ବ୍ୟାକ୍ତି ଯିଏ କି  ଟାଟା ମେଡିକା ହସ୍ପିଟାଲ ରେ ଚିକିସ୍ଥା ଧୀନ ଅଛନ୍ତି ତାଙ୍କର ସମସ୍ତ ଖର୍ଚ୍ଚ ମାଗଣା ରେ କରାଇବେ ବୋଲି କହିବା ପରେ ଲୋକ ମାନେ ଆନ୍ଦୋଳନ ରୁ ଓହରି ଥିଲେ l
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking