28.1 C
Bhubaneswar
Saturday, April 27, 2024
Homeଓଡିଶା୨ ବଷର୍ର ଝିଅର ମାସ୍କ ସେଚତନତା

୨ ବଷର୍ର ଝିଅର ମାସ୍କ ସେଚତନତା

ଫୁଲବାଣୀ : ବୟସ ମାତ୍ର ୨ ବଷ ।ର୍ ବାପା ଜେଣ ପୁଲିସ୍ ଅଧିକାରୀ । ଫଳେର ବାପାଙ୍କୁ ଦେଖି ନେିଜ ମଧ୍ୟ ମାସ୍କ ପିନ୍ଧିବା ଛାଡ଼ୁନାହିଁ । ଖାଲି ସେତିକି ନେୁହଁ ମାସ୍କ ପିନ୍ଧିବା ପାଇଁ ଅନ୍ୟମାନଙ୍କୁ ପ୍ରେରଣା ଦେଉଛି । ସେ ହେଉଛନ୍ତି ବାଲିଗୁଡା ଥାନୋର କାର୍ଯ୍ୟରତ ଥାନାଧିକାରୀ ପ୍ରଶାନ୍ତ କୁମାର େବେହରାଙ୍କ ୨ବଷର୍ର ଝିଅ । େକେତେବେଳ ସେ ଥାନାକୁ ଆସେିଲ ସେହି ସମୟେର ଥାନର କୌଣସି କମର୍ଚାରୀ ହେଉ କିମ୍ବା ନିଜ ବାପା ମଧ୍ୟ ମାସ୍କ ନପିନ୍ଧିଥେିଲ ନିଜ ଠାରେର ହେଉ କିମ୍ବା ନିଜ ଭାଷୋର ମାସ୍କ ପିନ୍ଧିବା ପାଇଁ ବାଧ୍ୟ କରିଥାନ୍ତି । ପରିସ୍ଥିତି ଏଭଳି ହୋଇଛି ଯେ, ଏହି ୨ ବଷର୍ର ଝିଅ ଦ୍ରିଷ୍ଟି ଥାନାକୁ କୌଣସି ସମୟେର ନିଜ ବାପାଙ୍କ ପାଖକୁ ଆସିଥେିଲ କମର୍ଚାରୀମୋନ ନିଜ ନେିଜ ମାସ୍କ ପିନ୍ଧିିବାକୁ ବାଧ୍ୟ ହେଉଥିବାର ଦେଖାଯାଉଛି । ୨ ବଷର୍ର ଏହି ଝିଅର ଏଭଳି କାର୍ଯ୍ୟକୁ ନେଇ ଥାନା ପରିସରେର ବେଶ୍ ଚର୍ଚ୍ଚୋର । ଏପରିକି ନିଜ ପରିବାରଠାରୁ ଶିକ୍ଷା ପାଇଥିବା ଏହି ୨ ବଷର୍ର ଝିଅ ଘରୁ ବାହାରିବା କ୍ଷଣି ମାସ୍କ ପିନ୍ଧୁଥିବାର ଦେଖାଯାଇଛି । କେରାନା କଣ ଜାଣିନଥେିଲ ମଧ୍ୟ ନିଜ ପୁଲିସ୍ ଅଧିକାରୀ ବାପାଙ୍କ ପ୍ରେରଣୋର ପଡ଼ି ସେ ଏଭଳି କରୁଥିବାର କିଛି କମର୍ଚାରୀ ପ୍ରକାଶ କରିଛନ୍ତି । କେରାନାର ପ୍ରଥମ ଲହରୀ ସମୟେର ବାଲିଗୁଡ଼ା ଥାନା ଅଧିକାରୀ ଶ୍ରୀ େବେହରା କେରନାକୁ ହରାଇବାପାଇଁ ବିଭିନ୍ନ ସମୟେର ବିଭିନ୍ନ ପ୍ରକାର ପଦେକ୍ଷପ ଗ୍ରହଣ କରିବା ସହିତ ନେିଜ ସେଚତନତା ଗୀତ ଗାଇ ଅଞ୍ଚଳବାସୀଙ୍କୁ ସେଚତନ କରି ବେଶ୍ ଚର୍ଚ୍ଚୋର ଥେôଲ । ବତ୍ତର୍ମାନ ମଧ୍ୟ ସେ ଏହି ଦ୍ୱିତୀୟ ଲହରି ସମୟେର ମଧ୍ୟ କେରାନାକୁ ହରାଇବା ପାଇଁ ବିଭିନ୍ନ ପ୍ରକାର ପଦେକ୍ଷପ ଗ୍ରହଣ କରିଛନ୍ତି । ବୟସ ମାତ୍ର ୨ ବର୍ଷ ହୋଇଥେିଲ ମଧ୍ୟ ଯଦି କୌଣସି ଗୀତ ବାଜୁଛି ତାହୋହେଲ ଅୋପ ଅୋପ ଦ୍ରିଷ୍ଟି ନାଚିବା ମଧ୍ୟ ଆରମ୍ଭ କରୁଛନ୍ତି ବୋଲି େଅନକ ପୁଲିସ୍ କମର୍ଚାରୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking