30.1 C
Bhubaneswar
Friday, April 26, 2024
Homeଅପରାଧପରୀକ୍ଷା ହଲରେ ଚାଲିଗଲା ଜୀବନ!

ପରୀକ୍ଷା ହଲରେ ଚାଲିଗଲା ଜୀବନ!

ବଣାଇ: +୨ ପରୀକ୍ଷା ଦେଉଥିବା ବେଳେ ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ । ବଣାଇ କଲେଜରେ ପରୀକ୍ଷା ଦେଉଥିବା ବେଳେ ଅଚେତ ହୋଇପଡିଥିଲେ ।ସୂଚନା ମୁତାବକ ବଣାଇ ମେଡିକାଲରେ ଅଚେତ ଛାତ୍ରଙ୍କୁ ମୃତ ଘୋଷଣା କଲେ ଡାକ୍ତର । ମୃତ ଛାତ୍ର ଲହୁଣିପଡା ଥାନା ଜୁନିଆନି ଗାଁର ବୋଲି ଜଣାପଡିଛି । ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking