29.1 C
Bhubaneswar
Wednesday, May 1, 2024
Homeଓଡିଶାଅନୁଭବଙ୍କ ପିଟିସନର ଶୁଣାଣୀ, ରାୟ ସରଂକ୍ଷିତ

ଅନୁଭବଙ୍କ ପିଟିସନର ଶୁଣାଣୀ, ରାୟ ସରଂକ୍ଷିତ

କଟକ : କଟକ ଏସଡିଜେଏମ କୋର୍ଟରେ ଅନୁଭବ-ବର୍ଷା ଙ୍କ ଘରୋଇ ହିଂସା ମାମଲା । ଅନୁଭବ ଙ୍କ ଆବେଦନ ଉପରେ ଶୁଣାଣୀ କରି ରାୟ ସରଂକ୍ଷିତ ରଖିଲେ କୋର୍ଟ । ବର୍ଷା ଘର ଛାଡନ୍ତୁ, ଭଲ ଆକୋମୋଡେସନ୍ ଦେବାକୁ ପିଟିସନ୍ କରିଥିଲେ । ବର୍ଷାଙ୍କ ପାଇଁ ଭଡା ଘରର ବ୍ୟବସ୍ଥା କରିବେ । ସେ ବାବଦୀୟ ଖର୍ଚ୍ଚକୁ ଭରଣା କରିବାକୁ ସେ ମଧ୍ୟ ରାଜି ଅଛନ୍ତି । ଯାହା ଉପରେ କୋର୍ଟ ଶୁଣାଣୀ କରି ରାୟ ସରଂକ୍ଷିତ ରଖିଛନ୍ତି ।ବର୍ଷା ପାରିବାରିକ ହିଂସାର ଶିକାର ହେଉଥିବାର ଅଭିଯୋଗ ଆଣି ପ୍ରଥମେ ଏସଡିଜେଏମ କୋର୍ଟରେ ମାମଲା  ଦାୟର କରିଥିଲେ । ଏହି ଆବେଦନ ଟି କୋର୍ଟ ରେ ବିଚାରଧୀନ ଥିବା ବେଳେ , ଅନୁଭବ ଙ୍କ ପକ୍ଷରୁ ଆଉ ଦୁଇଟି ପିଟିସନ ଦାୟର ହୋଇଥିଲା । ଯାହା ଉପରେ ଆଜି ଶୁଣାଣୀ ଶେଷ ହୋଇଛି । ତେବେ ଅନୁଭବ ସୋସିଆଲ ମିଡିଆରେ ଅନେକ ଆପତ୍ତି ଜନକ କଥ। ଉଠାଇଛନ୍ତି । ଏହାରି ଭିତରେ ଅନୁଭବ ତାଙ୍କ ବାପା ଓ ମା ଙ୍କ ସହ ଅନ୍ୟତ୍ର ରହୁଥିବା ବେଳେ ତାଙ୍କ ନନ୍ଦି ସାହି ସ୍ଥିତ ବାସ ଭବନରେ ରହୁଛନ୍ତି ବର୍ଷା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking