30.1 C
Bhubaneswar
Friday, April 26, 2024
Homeଅପରାଧଥାନା ର ଦ୍ୱାରସ୍ଥ ହେଲେ ଗୋଷ୍ଟି ମହିଳା

ଥାନା ର ଦ୍ୱାରସ୍ଥ ହେଲେ ଗୋଷ୍ଟି ମହିଳା

କୋକସରା: ବେଆଇନ ଦେଶୀ ମଦ ବିକ୍ରି କୁ ବିରୋଧ କରି ଥାନା ର ଦ୍ୱାରସ୍ଥ ହେଲେ ଗୋଷ୍ଟି ମହିଳା କୋକସରା ବ୍ଲକ ବୋବାରିଆ ଗାଁ ରେ ଦୀର୍ଘ ଦିନ ହେବ ଜଣେ ବ୍ୟକ୍ତି ଦେଶୀ ମଦ କାରବାର କରୁଥିବା ବେଳେ ବିଭିନ୍ନ ସମୟରେ ଗାଁ ର ମହିଳା ମାନେ ବିରୋଧ କରି ଆସୁଥିଲେ ଗତକାଲି ମହିଳା ମାନେ ସଂଘବଦ୍ଧ ହୋଇ ସ୍ଵର ଉତ୍ତୋଳନ କରିବାକୁ ଯାଇଥିବା ବେଳେ ତାଙ୍କୁ ସମ୍ପୃକ୍ତ ମଦ ବିକ୍ରି କରୁଥିବା ଲୋକ ଓ ତା ସପରିବାର ମିଶି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ ମାରି ତାଙ୍କ ଉପରେ ମଦ ଢାଳି ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବାର ଥାନାରେ ଅଭିଯୋଗ ହୋଇଛି ଓ କାର୍ଯନୁଷ୍ଠାନ ନେବାକୁ ମହିଳା ଗୋଷ୍ଟି ଦାବି କରିଛନ୍ତି

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking