29.1 C
Bhubaneswar
Sunday, May 5, 2024
Homeମନୋରଞ୍ଜନକଙ୍ଗନା ରଣାୱତଙ୍କ ଗୀତରେ ଭିଡିଓ କଲେ କିଲି ପଲ୍

କଙ୍ଗନା ରଣାୱତଙ୍କ ଗୀତରେ ଭିଡିଓ କଲେ କିଲି ପଲ୍

ନୂଆଦିଲ୍ଲୀ : ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କ ବିବୃତ୍ତି ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହିଥା’ନ୍ତି। କିନ୍ତୁ ଏଥର କଙ୍ଗନା ତାଙ୍କ ବୟାନ ହେତୁ ନୁହେଁ ବରଂ କାହାକୁ ପ୍ରଶଂସା କରି ଆଲୋଚନାରେ ରହିଛନ୍ତି। କଙ୍ଗନା ଇନଷ୍ଟାଗ୍ରାମର ଲୋକପ୍ରିୟ ଷ୍ଟାର କିଲି ପଲଙ୍କୁ ପ୍ରଶଂସା କରିଛନ୍ତି। କିଲି ପଲ୍ ନିକଟରେ କଙ୍ଗନାଙ୍କ ଫିଲ୍ମର ଗୀତ ତୁମ୍ ଜୋ ଆଏରେ ଏକ ଭିଡିଓ କରିଛନ୍ତି।

କଙ୍ଗନା କିଲି ପଲଙ୍କ ଏହି ଗୀତ ଶୁଣି ଏତେ ଖୁସି ହୋଇଯାଇଛନ୍ତି ଯେ ସେ ଏହାକୁ ଇନଷ୍ଟା ରିଲରେ ସେୟାର କରି ଲେଖିଛନ୍ତି – ବହୁତ ସୁନ୍ଦର। ଏହା ସହିତ ସେ ହାର୍ଟର ଇମୋଜି ଦେଇଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କିଲି ପଲଙ୍କୁ ପ୍ରଶଂସା କରିସାରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ କାର୍ଯ୍ୟକ୍ରମ ମନ କି ବାତରେ ତାଙ୍କୁ ପ୍ରଶଂସା କରିଥିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking