29.1 C
Bhubaneswar
Saturday, April 27, 2024
Homeଓଡିଶାଖୋର୍ଦ୍ଧାରୁ ନିଜାମୁଦ୍ଦିନ ଯାଇଥିଲେ ୧୩

ଖୋର୍ଦ୍ଧାରୁ ନିଜାମୁଦ୍ଦିନ ଯାଇଥିଲେ ୧୩

ଭୁବନେଶ୍ୱର : ଦିଲ୍ଲୀ ନିଜାମୁଦ୍ଦିନ ଘଟଣା ସମଗ୍ର ଦେଶବାସୀଙ୍କୁ ଚିନ୍ତାରେ ପକାଇଥିବା ବେଳେ ଓଡ଼ିଶାର ଖୋର୍ଦ୍ଧାରୁ ୧୩ ଜଣ ଯାଇଥିଲେ । ୧୦ଜଣ ଦିଲ୍ଲୀରେ ଥିବାବଳେ ୩ ଜଣ ଖୋର୍ଦ୍ଧା ଫେରି ଆସିଥିବା ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ସୂଚନା ଦେଇଛନ୍ତି । ୧୦ ଜଣଙ୍କ ମଧ୍ୟରୁ ୯ ଜଣ ଦିଲ୍ଲୀରେ କ୍ୱାରେଣ୍ଟାଇନରେ ଥିବାବେଳେ ଜଣେ ବିହାର କିଶାନଗଞ୍ଜ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ ଜଟଣୀର ଓ ୩ଜଣ ଟାଙ୍ଗୀର ବୋଲି ଜଣାପଡ଼ିଛି । ଓଡ଼ିଶା ଫେରି ଆସିଥିବା ୩ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି । ସମ୍ପୃକ୍ତ ୩ ଜଣଙ୍କ ସ୍ୱାବ ନମୁନା ଏମ୍ସକୁ ପଠାଯାଇଥିବା ଜିଲ୍ଲାପାଳ ଶ୍ରୀ ରାଉତ କହିଛନ୍ତି ।

https://onakhabar.com/2020/04/02/bank-closed-14-days-in-april/
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking