26.1 C
Bhubaneswar
Wednesday, May 8, 2024
Homeକରୋନା‘କଟାପ୍ପା’ କରୋନା ପଜିଟିଭ୍

‘କଟାପ୍ପା’ କରୋନା ପଜିଟିଭ୍

ହାଇଦ୍ରାବାଦ: ଦକ୍ଷିଣୀ ସିନେମା ବାହୁବଲୀର ‘କଟାପ୍ପା’ ନାମରେ ଘରେ ଘରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦକ୍ଷିଣର ଭେଟେରାନ୍ ଅଭିନେତା ସତ୍ୟରାଜ କରୋନା ପଜିଟିଭ୍ । କୋଭିଡ ୧୯ ପଜିଟିଭ୍ ଜଣାପଡିବା ପରେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସତ୍ୟରାଜ ଗତ କିଛି ଦିନ ହେବ କରୋନା ବିରୋଧରେ ଯୁଦ୍ଧ କରିଆସୁଥିଲେ । କରୋନା ସଂକ୍ରମିତ ହେବା ପରେ ସେ ନିଜକୁ ଏକାକୀ ଘରେ ରଖିଥିଲେ, କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଶୀଘ୍ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି । ‘କଟାପ୍ପା’ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ଖବର ପାଇବା ପରେ ପ୍ରଶଂସକମାନେ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking