29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଗଣେଶ ଚତୁର୍ଥୀରେ ପ୍ଲାଷ୍ଟିକ ପ୍ରତିମୂର୍ତ୍ତି ନିର୍ମାଣକୁ ଅନୁମତି ନାହିଁ

ଗଣେଶ ଚତୁର୍ଥୀରେ ପ୍ଲାଷ୍ଟିକ ପ୍ରତିମୂର୍ତ୍ତି ନିର୍ମାଣକୁ ଅନୁମତି ନାହିଁ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗଣେଶ ଚତୁର୍ଥୀରେ ପ୍ଲାଷ୍ଟିକ କିମ୍ବା ପ୍ଲାଷ୍ଟର ଅଫ ପେରିସରେ ପ୍ରତିମୂର୍ତ୍ତି ନିର୍ମାଣକୁ ଅନୁମତି ନାହିଁ। କେବଳ ମାଟିରେ ହିଁ ପ୍ରତିମୃର୍ତ୍ତି ମିର୍ମାଣ ପାଇଁ ଅନୁମତି ରହିଛି। ଏପରି କହିଛନ୍ତି କର୍ଣ୍ଣାଟକ ରାଜସ୍ୱ ମନ୍ତ୍ରୀ ଆର୍. ଅଶୋକ। ସେ କହିଛନ୍ତି ଚଳିତ ଗଣେଶ ଚତୁର୍ଥୀ ରାଜ୍ୟରେ ବିନା କୋଭିଡ୍-୧୯ ପ୍ରତିବନ୍ଧକରେ ପାଳନ କରାଯିବ।

ସାମରିକ ଅଭ୍ୟାସ ବନ୍ଦ କରୁନାହିଁ ଚୀନ,ତାଇୱାନକୁ ନାଲି ଆଖି ଦେଖାଉଛି ଡ୍ରାଗନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking