ସାମରିକ ଅଭ୍ୟାସ ବନ୍ଦ କରୁନାହିଁ ଚୀନ,ତାଇୱାନକୁ ନାଲି ଆଖି ଦେଖାଉଛି ଡ୍ରାଗନ

ଚୀନ: ରକ୍ତ ଚାଉଳ ଚୋବାଉଛି ଚୀନ । ଆଜି ଚୀନ ତାଇୱାନ ଚତୁର୍ପାଶ୍ୱ ରେ ସାମରିକ ଅଭ୍ୟାସ ଜାରି ରଖିଛି ବୋଲି ବେଜିଙ୍ଗ ସୂଚନା ଦେଇଛି । ତେବେ ରବିବାର ଦିନ ଏହି ସାମରିକ ଅଭ୍ୟାସ ବନ୍ଦ କରିବା ପାଇଁ ବେଜିଙ୍ଗ କହିଥିବା ବେଳେ ଆଜି ମଧ୍ୟ ଏହା ଜାରି ରଖିଛି । ସୂଚନାମୁତାବକ ଗତସପ୍ତାହରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିନିଧି ସଭାର ବାଚସ୍ପତି ନେନସି ପିଲୋସିଙ୍କ ଗସ୍ତକୁ ବିରୋଧ କରିଥିଲା ଚୀନ । ପେଲୋସି ତାଇୱାନ ଗସ୍ତ … Continue reading ସାମରିକ ଅଭ୍ୟାସ ବନ୍ଦ କରୁନାହିଁ ଚୀନ,ତାଇୱାନକୁ ନାଲି ଆଖି ଦେଖାଉଛି ଡ୍ରାଗନ