30.1 C
Bhubaneswar
Saturday, April 27, 2024
Homeଓଡିଶାକାଳିଆ ଯୋଜନାରେ ହିତାଧିକାରୀଙ୍କୁ ଟଙ୍କା ଫେରାଇବା ନେଇ ମେସେଜ ପଠାଯାଇଥିବା ସମ୍ପର୍କରେ କୃଷି ସଚିବ କଣ୍...

କାଳିଆ ଯୋଜନାରେ ହିତାଧିକାରୀଙ୍କୁ ଟଙ୍କା ଫେରାଇବା ନେଇ ମେସେଜ ପଠାଯାଇଥିବା ସମ୍ପର୍କରେ କୃଷି ସଚିବ କଣ୍ କହିଲେ

ଭୁବନେଶ୍ଵର:
କୃଷକଙ୍କ ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଥିଲେ । ସେହି କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଟଙ୍କା ଫେରାଇବା ନେଇ ମେସେଜ ପଠାଯାଇଥିବା ନେଇ ସୂଚନା ମିଳିଥିଲା । ତେଣୁ ଆଜି ଏହି ପ୍ରସଙ୍ଗରେ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଅଯୋଗ୍ୟ ହିତାଧିକାରୀଙ୍କ ପାଖକୁ ମେସେଜ ପଠାଯାଉଛି । ଯେଉଁମାନେ ଏହି ଯୋଜନା ପାଇଁ ଅଯୋଗ୍ୟ ଓ ଟଙ୍କା ନେଇଥିଲେ, ସେମାନଙ୍କ ପାଖକୁ ମେସେଜ ଯାଉଛି । ମେସେଜ ପଠାଯିବା ପରେ ବହୁ ଅଯୋଗ୍ୟ ହିତାଧିକାରୀ ଟଙ୍କା ମଧ୍ୟ ଫେରାଇସାରିଲେଣି । ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିବା ସହ ଆଗକୁ କାଳିଆ ଯୋଜନା ଚାଲୁ ରହିବ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking