25.1 C
Bhubaneswar
Thursday, May 9, 2024
Homeଓଡିଶା୭୫ ଜଣ ଦାଦନ ଶ୍ରମିକ ଉଦ୍ଧାର

୭୫ ଜଣ ଦାଦନ ଶ୍ରମିକ ଉଦ୍ଧାର

କଳାହାଣ୍ଡି  : ୭୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ଜୟପାଟଣା ପୋଲିସ୍ l ତାମିଲାନାଡୁର ତ୍ରିପୁରକୁ ଦାଦାନ ଚାଲାଣ ହେଉଥିବା ସମୟରେ ୭୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି l କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ର ସାନ କର୍ଲାକୋଟ ଠାରୁ ତାମିଲନାଡୁ ଉର୍ଦ୍ଧେଶ୍ଯ ରେ ଯାଉଥିବା ଟିଏନ୍ ୩୩ ଏକେ ୮୪୮୮ ବସ ଟିକୁ ଅଟକ ରଖିଛି ଜୟପାଟଣା ପୋଲିସ l ତେବେ ଏହି ବସ୍ ଟି ୭୫ ଜଣ ଦାଦନ ଶ୍ରମିକଙ୍କୁ ଧରି ତାମିଲନାଡୁର ତ୍ରିପୁର ଅଭିମୁଖେ ଯାତ୍ରା କରିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଜୟପାଟଣା ପୋଲିସ ପହଞ୍ଚି ଉକ୍ତ ବସ ସହ ୨ ଜଣ ଡ୍ରାଇଭରଙ୍କୁ ଅଟକ ରଖିଛି l ଅନ୍ଯପଟେ ମନରେଗା କାର୍ଯ୍ଯରେ ମାଟି କାମ ରହିଛି l ଯାହାକି କାମ କରିବା ପାଇଁ କଷ୍ଟସାଧ୍ଯ ହୋଇ ପଡୁଛି l ତେବେ ସରକାରୀ ସ୍ତରରେ ନିଜ ଅଞ୍ଚଳରେ ଅନ୍ଯ କୌଣଷି କାମ ଯୋଗାଇ ଦିଅନ୍ତେ ତାହେଲେ ଆମେ ଉପକୃତ ହୋଇ ପାରନ୍ତୁ ବୋଲି ମତପ୍ରକାଶ କରିଛନ୍ତି ଦାଦନ ଶ୍ରମିକ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking