28.1 C
Bhubaneswar
Saturday, April 27, 2024
Homeଓଡିଶାଶନିବାର ରବିବାର ସମ୍ପୂର୍ଣ୍ଣ ତାଲା ବନ୍ଦ

ଶନିବାର ରବିବାର ସମ୍ପୂର୍ଣ୍ଣ ତାଲା ବନ୍ଦ

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ସହରରେ ଚାଲିଛି ମାତ୍ରା ଧିକ କାର୍ଯ୍ୟନୁଷ୍ଟାନ l ଚକଚକ ରେ ଜଗି ଶନିବାର ଉପଜିଲ୍ଲାପାଳ ଜଗି ନିଜେ ଲୋକଙ୍କ ଠାରୁ ଫାଇନ ଆଦାୟ କୋରୀବା ସମୟରେ ପୋଲୀସ ପହୋନ୍ଚି ଥିଲା ଅଧଘୋଣ୍ଟା ପୋରେ ଅମାନିଆଁଙ୍କୁ ସାବାଡ଼ କୋରୀଥୀଲେ ପ୍ରଶାସନୀକ ଅଫିସୋର ରାସ୍ତାରେ ଦେଖିବାକୁ ମିଳିଥିଲେ l ଏହି ପୋରୀ ପେଖୀରେ ଜୟପୁର ରାଜାନହୋର ଚକ ବେଲକମ ଚକ ଠାରେ ପୋଲୀସ ଅତିରିକ୍ତ ତସୀଲ ଦାର ମିଳିତ ଭାବେ ଜଗିରୋହି ଧ୍ରୁଡ କାର୍ଯ୍ୟନୁ ଷ୍ଟାନ ନେବା ସାମ୍ନା କୁ ଆସି ଥିଲା l ଲୋକଙ୍କ ଭୋୟ ବି ଜାଗ୍ରତ ହଇଥିଲା l ଏହିଭଳୀ କାର୍ଯ୍ୟକୋଳାପ ସବୁ ଜେଗା ରେ ହେଲେ ଭୋଲ ହେଇଥାନ୍ତା l ରବିବାର ପାରାବେଡା ଚୋକୋ ରେ ଦେଖିବାକୁ ମିଳିଥିଲା ମାଉସ ଡକାନ ଖୋଲି ବିକ୍ରି କୋରୀବା l ଜିଲ୍ଲାପାଳଙ୍କ କୋଥାକୁ କିଛି ମାଉସ ବେପାରୀ କୋରୁନା କୋଟକୋଣାରେ ଜୀବ ହତ୍ୟା କୋରୀ ଚାଲିଛନ୍ତି l ଜଉ ଭୋଲୀ ଚାଲିଛି କୋରୁନା କୋଟକୋଣା ସେହିଭଳି କୋରୁନାକୁ ଧମକ ସହକାରେ ଖୋଲାମେଲା କୋରୀଚାଲିଛନ୍ତି l ଏହାପ୍ରୋତି ପ୍ରୋସାଶସ୍ନ ଧ୍ୟାନ ଦେବା ଆବଶ୍ୟକୋତା ରହିଛି l

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking