33.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଜୁଲାଇ ୨୦ରୁ ଜେଇଇ ମେନ

ଜୁଲାଇ ୨୦ରୁ ଜେଇଇ ମେନ

ନୂଆଦିଲ୍ଲୀ: ଜେଇଇ ମେନ ର ୩ୟ ଓ ୪ର୍ଥ ପର୍ଯ୍ୟାୟ ପରୀକ୍ଷାକୁ ନେଇ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ସ୍ପଷ୍ଟ ସୂଚନା ଜାରି କରିଛନ୍ତି । ଶିକ୍ଷାମନ୍ତ୍ରୀ ଘୋଷଣା କରି କହିଛନ୍ତି ଯେ, ଜେଇଇ ମେନ ୩ୟ ପର୍ଯ୍ୟାୟ ପରୀକ୍ଷା ୨୦ ଜୁଲାଇରୁ ୨୫ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ହେବ । ସେହିଭଳି ଜେଇଇ ମେନ ୪ର୍ଥ ପର୍ଯ୍ୟାୟ ର ଯେଉଁ ମେ ରେ ହେବାର ଥିଲା ତାହା ୨୭ ଜୁଲାଇରୁ ୨ ଅଗଷ୍ଟ ୨୦୨୧ ଯାଏଁ ଚାଲିବ ।
ଯେଉଁମାନେ କୌଣସି କାରଣ ପାଇଁ ଆବେଦନ କରିପାରିନଥିବେ, ସେମାନଙ୍କୁ ବି ଆବେଦନର ଏକ ସୁଯୋଗ ଦିଆଯିବ । ସେମାନେ ୬ ଜୁଲାଇ ରାତିରୁ ଆରମ୍ଭ କରି ୮ ଜୁଲାଇ ୨୦୨୧ ରାତି ୧୧.୫୦ଯାଏଁ ଆବେଦନ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking