29.1 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗ୪ଟି ସେସନରେ ହେବ ଜେଇଇ ମେନ

୪ଟି ସେସନରେ ହେବ ଜେଇଇ ମେନ

ନୂଆଦିଲ୍ଲୀ: ୨୦୨୧ରେ ୪ଟି ସେସନରେ ଅନୁଷ୍ଠିତ ହେବ ଜେଇଇ ମେନ ପରୀକ୍ଷା । ୨୦୨୧ ଫେବୃୟାରୀ, ମାର୍ଚ୍ଚ, ଏପ୍ରିଲ ଓ ମେ ରେ ହେବ ଜେଇଇ ମେନ । ଜେଇଇ ପ୍ରଥମ ସେସନ ପରୀକ୍ଷା ଫେବୃୟାରୀ ୨୩ରୁ ୨୬ ପର୍ଯ୍ୟନ୍ତ ହେବ । ପରୀକ୍ଷା ଶେଷ ହେବାର ୪ରୁ ୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ଟ୍ୱିଟ କରି ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking