40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗ୩ରୁ ଖୋଲିବ ବଳଦେବଜିଉ ମନ୍ଦିର

୩ରୁ ଖୋଲିବ ବଳଦେବଜିଉ ମନ୍ଦିର

ଭୁବନେଶ୍ୱର: ଜାନୁଆରୀ ୩ ତାରିଖରୁ ଖୋଲିବ କେନ୍ଦ୍ରାପଡା ବଳଦେବଜିଉ ମନ୍ଦିର । ମନ୍ଦିର ଖୋଲିବା ନେଇ ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା । କୋଭିଡ ଗାଇଡଲାଇନ ଭିତରେ ଭକ୍ତଙ୍କୁ ପ୍ରବେଶ ଅନୁମତି ଦିଆଯିବ । ଏକ ସମୟରେ ୧୦୦ରୁ ଅଧିକ ଭକ୍ତଙ୍କୁ ମନ୍ଦିର ପ୍ରବେଶ ମନା । ଏହି ଖବର ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । କାରଣ ଦୀର୍ଘ ୯ ମାସ ପରେ ଏବେ ଦେବାଳୟ ଖୋଲିବାକୁ ଯାଉଛି ।

 

୪ଟି ସେସନରେ ହେବ ଜେଇଇ ମେନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking