30.1 C
Bhubaneswar
Saturday, April 27, 2024
Homeଓଡିଶାଜଟଣୀ ପୌର ପରିଷଦ : କଡା ମୁକାବିଲାରେ ଜିତିଲା ବିଜେଡି

ଜଟଣୀ ପୌର ପରିଷଦ : କଡା ମୁକାବିଲାରେ ଜିତିଲା ବିଜେଡି

ଭୁବନେଶ୍ୱର : ବିଜୁ ଜନତାଦଳକୁ ଜଟଣୀ ପୌର ପରିଷଦରେ କଡା ମୁକାବିଲାର ସମ୍ମୁଖୀନ ହେବାକୁ ପଡିଛି । ଏଠାରେ କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀମାନେ ୫ଟି ଲେଖାଏଁ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛି । ବିରୋଧୀ ଦଳ ଗୁଡିକ ୧୧ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେଡି ୧୨ ଆସନ ଜିତି ପରିଷଦ ଗଠନ କରିବାକୁ ଯାଉଛି ।

୧ ନମ୍ବର ୱାର୍ଡ ବିଜେଡି ପାର୍ôଥ ପ୍ରଶାନ୍ତ ବେହେରା ବିଜୟୀ
୨ ନମ୍ବର ୱାର୍ଡ ବିଜେଡି ପ୍ରାର୍ଥୀ ସନ୍ତୋଷ ସାମନ୍ତରାୟ
୩ ନମ୍ବର ୱାର୍ଡ କଂଗ୍ରେସ ପ୍ରାର୍ଥୀ ସଂଗ୍ରାମ କେଶରୀ ରାଉତରାୟ
୪ନମ୍ବର ୱାର୍ଡ ସ୍ୱାଧୀନ ପ୍ରାର୍ଥୀନୀ ଫାମିଦା ବେଗମ ବିଜୟୀ
୫ ନମ୍ବର ୱାର୍ଡ ର କାଉନସିଲର ବିଜେଡି ପ୍ରାର୍ଥୀ କାଜଲ ଦାସ ବିଜୟୀ
୬ ନମ୍ବର ୱାର୍ଡ ରେ ସ୍ୱାଧୀନ କାଉନସିଲର ପ୍ରାର୍ଥୀ ବିଷ୍ଣୁ ସାହୁ ବିଜୟୀ
୭ ନମ୍ବର ୱାର୍ଡରେ ବିଜେଡ଼ି କାଉନସିଲର ପ୍ରାର୍ଥୀ ଯାଇ ବେହେରା ବିଜୟୀ
୮ ନମ୍ବର ୱାର୍ଡରେ କଂଗ୍ରେସ କାଉନସିଲର ପ୍ରାର୍ଥୀ ଇତିଶ୍ରୀ ଦାସ ବିଜୟୀ
୯ ନମ୍ବର ୱାର୍ଡ ବିଜେଡି କାଉନସିଲର ପ୍ରାର୍ଥୀ ଆରତୀ ରାଉତ ବିଜୟୀ
୧୦ ନମ୍ବର ୱାର୍ଡ ବିଜେପି ଅର୍ଣ୍ଣପୂର୍ଣା ସାହୁ ବିଜୟୀ
୧୧ ନମ୍ବର ୱାର୍ଡ ରେ ସ୍ୱାଧୀନ କାଉନସିଲର ପ୍ରାର୍ଥୀ ଦିଲ୍ଲୀପ ମାର୍ଥା ବିଜୟୀ
୧୨ ନମ୍ବର ୱାର୍ଡ ରେ ସ୍ୱାଧୀନ ପାର୍ôଥ ନିଳିମା ସ୍ୱାଇଁ ବିଜୟୀ
୧୩ ନମ୍ବର ୱାର୍ଡ ରେ ବିଜେଡ଼ି ପାର୍ôଥ ରଞ୍ଜିତା ବେହେରା ବିଜୟୀ
୧୪ ନମ୍ବର ୱାର୍ଡର କଂଗ୍ରେସର କାଉନସିଲର କୃଷ୍ଣ ଚନ୍ଦ୍ର ନାୟକ ବିଜୟୀ
୧୫ ନମ୍ବର ୱାର୍ଡ ବିଜେଡ଼ି କାଉନସିଲର ପ୍ରାର୍ଥୀ ଜଟାଧାରୀ ପ୍ରଧାନ ବିଜୟୀ
୧୬ ନମ୍ବର ୱାର୍ଡ କଂଗ୍ରେସ ର କାଉନସିଲର ପ୍ରାର୍ଥୀ ଅନିତା ମହାପାତ୍ର ବିଜୟୀ
୧୭ ନମ୍ବର ୱାର୍ଡ ବିଜେଡ଼ି କାଉନସିଲର ପ୍ରାର୍ଥୀ ଉତ୍କଳ କେଶରୀ ବଳିଆରସିଂହ ବିଜୟୀ
୧୮ ନମ୍ବର ୱାର୍ଡ ବଜେଡ଼ି କାଉନସିଲର ପ୍ରାର୍ଥୀ କେ ସୁରେଶ ବିଜୟୀ
୧୯ ନମ୍ବର ୱାର୍ଡ ବିଜେଡି କାଉନସିଲର ପ୍ରାର୍ଥୀ ପି ରାଜା କୁମାରୀ ବିଜୟୀ
୨୦ ନମ୍ବର ୱାର୍ଡ ସ୍ୱାଧୀନ କାଉନସିଲର ପ୍ରାର୍ଥୀ ସଂଧ୍ୟାରାଣୀ ଜନୀ ବିଜୟୀ
୨୧ ନମ୍ବର ୱାର୍ଡ ବିଜେଡ଼ି କାଉନସିଲର ପ୍ରାର୍ଥୀ ସସାଙ୍ଖ ଶେଖର ରାୟ ବିଜୟୀ
୨୨ ନମ୍ବର ୱାର୍ଡ କଂଗ୍ରେସ କାଉନସିଲର ପ୍ରାର୍ଥୀ ସୁନିତା ରାୟ ବିଜୟୀ
୨୩ ନମ୍ବର ୱାର୍ଡ ବିଜେଡ଼ି କାଉନସିଲର ପ୍ରାର୍ଥୀ ଅମ୍ରିତା ରାୟ ବିଜୟୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking