32.1 C
Bhubaneswar
Friday, April 26, 2024
Homeଓଡିଶାରକ୍ତଦାନ କରି ଜିଲ୍ଲାପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଲେ ସମାଜସେବି

ରକ୍ତଦାନ କରି ଜିଲ୍ଲାପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଲେ ସମାଜସେବି

ଯାଜପୁର : ଯାଜପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସଙ୍କୁ ଏକ ନିଆରା ଢଙ୍ଗରେ ରକ୍ତଦାନକରି ବିଦାୟକାଳୀନ ସମ୍ବର୍ଦ୍ଧନା ଦେଛନ୍ତି ବରୀ ଅଞ୍ଚଳର ଯୁବ ସମାଜସେବୀ ସତ୍ୟରଞ୍ଜନ କର ଓ ରକ୍ତଦାନ ସମୟରେ ଜିଲ୍ଲାପାଳ ସହିତ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ପ୍ରଭୋଶନ ଥିବା ଇଏସ ସଚିନ ପାୱାର ଓ ସନ୍ତୋଷ ସେଠି ଯାଜପୁର ଜିଲ୍ଲା ରକ୍ତ ଭଣ୍ଡାର ରେ ଉପସ୍ଥିତ ଥିଲେ। ପ୍ରକାଶ ଅଛିକି ସତ୍ୟରଞ୍ଜନ ସାମାଜିକ କାର୍ଯ୍ୟ ଏବଂ ରକ୍ତଦାନ ଶିବିର ଆୟୋଜନ କରିବା ସହିତ ନିଜର ଶୁଭ ମୃହୁତ୍ୱ ଯଥା ନିଜ ସାନଭାଇର ବାହାଘରରେ ରକ୍ତଦାନ ଶିବିର କରିବା ସହିତ ନିଜ ବିବାହ ବାର୍ଷିକ, ନିଜ ଜନ୍ମଦିନ ହେଉ ବା ପୁଅ କିମ୍ବା ବାପା ମାଆ ଙ୍କ ଜନ୍ମଦିନ ରେ ରକ୍ତଦାନ କରିବା ସହିତ ଅନ୍ୟମାନଙ୍କୁ ରକ୍ତଦାନ କରିବାକୁ ପ୍ରୋତ୍ସାହନ କରିବାପାଇଁ ସାରା ଯାଜପୁର ଜିଲ୍ଲାରେ ପରିଚିତ l ଏଣୁ ରକ୍ତଦାନ କରି ଜିଲ୍ଲାପାଳଙ୍କୁ ବିଦାୟକାଳୀନ ସମର୍ଦ୍ଧନା ଦଇଥିବାରୁ ବିଭିନ୍ନ ମହଲରେ ଆଲୋଚନା ହେଉଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking