41.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗବଜେଟ ୨୦୨୧: ପିଏଫରେ ୨.୫ଲକ୍ଷରୁ ଅଧିକ ନିବେଶ ଉପରେ ଲାଗିବ ଟ୍ୟାକ୍ସ

ବଜେଟ ୨୦୨୧: ପିଏଫରେ ୨.୫ଲକ୍ଷରୁ ଅଧିକ ନିବେଶ ଉପରେ ଲାଗିବ ଟ୍ୟାକ୍ସ

ନୂଆଦିଲ୍ଲୀ: ପ୍ରୋଭିଡେଣ୍ଟ ଫଣ୍ଡ ସୁଧରେ ୨.୫ ଲକ୍ଷ ଟଙ୍କାରୁ ଅଧିକ ନିବେଶ କଲେ ଏବେ ସେଥିପାଇଁ କର ପୈଠ କରିବାକୁ ପଡିବ । ପ୍ରୋଢିଡେଣ୍ଟ ଫଣ୍ଡ ରେ ୨.୫ ଲକ୍ଷ ନିବେଶ ଅର୍ଥ ଉପରେ । ଅର୍ଜିତ ସୁଧ ଉପରେ ଏବେ ଟ୍ୟାକ୍ସ ଲାଗିବ । ବଜେଟ ୨୦୨୧ରେ ପ୍ରବର୍ତ୍ତିତ ବ୍ୟବସ୍ଥା କେବଳ କର୍ମଚାରୀଙ୍କ ଅବଦାନ ପାଇଁ ଲାଗୁ ହେବ । ୨୦୨୧ରେ ଏପ୍ରିଲ ୧ କିମ୍ବା ପରେ ହୋଇଥିବା ନିବେଶ ପାଇଁ ପ୍ରତିବନ୍ଧକ ପ୍ରଜୁଯ୍ୟ ହେବ । ବିଭିନ୍ନ ପ୍ରକାର ପ୍ରୋଭିଡେଣ୍ଟ ଫଣ୍ଡରେ କର୍ମଚାରୀଙ୍କ ନିବେଶ ଉପରେ ଟ୍ୟାକ୍ସ ଏକ୍ସିମସମ ପାଇଁ ଘୋଷଣା ହୋଇଛି । ୧.୦୪.୨୧ କିମ୍ବା ଏହାପରେ ହୋଇଥିବା ନିବେଶ ଉପରେ ଏହା ଲାଗୁ ହେବ । ଏହାରି ମଧ୍ୟରେ ସରକାର ୧.୫ ଲକ୍ଷ ସୁଧ ପୈଠ ଉପରେ ଅତିରିକ୍ତ ଟାକ୍ସ ଡିଡକ୍ସନ ମଧ୍ୟ ବୃଦ୍ଧି କରିଛନ୍ତି । ଗୋଟିଏ ବର୍ଷରେ ବିଶେଷ ଭାବରେ ଗୃହ କ୍ରୟ କ୍ଷେତ୍ରରେ ମାର୍ଚ୍ଚ ୩୧,୨୦୨୨ ଉପରେ ଏହା ଘୋଷଣା ହୋଇଛି । ତେବେ ୨୦୧୯ ବଜେଟ ସମୟରେ ୧.୫ ଲକ୍ଷ କିମ୍ବା ଏହାଠାରୁ ଅଧିକ ଓ ୨ ଲକ୍ଷ ଉପରେ ଅତିରିକ୍ତ ଡିଡକ୍ସନ ଉପସ୍ଥାପିତ ହୋଇଥିଲା । ପ୍ରଥମଥର ପାଇଁ ୪୫ ଲକ୍ଷ ପର୍ଯ୍ୟନ୍ତ ଗୃହ କ୍ରୟ କରୁଥିବା କ୍ଷେତ୍ରରେ ଏହା ଲାଗୁ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking