33.1 C
Bhubaneswar
Saturday, April 27, 2024
Homeଓଡିଶାସ୍କୁଲ୍‌ରେ ଅଗଷ୍ଟ ୧୫: ଭାଗ ନେବେନି ଛାତ୍ରଛାତ୍ରୀ

ସ୍କୁଲ୍‌ରେ ଅଗଷ୍ଟ ୧୫: ଭାଗ ନେବେନି ଛାତ୍ରଛାତ୍ରୀ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଗକୁ ସ୍ୱାଧୀନତା ଦିବସ ଆସୁଥିବା ବେଳେ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥର କୋଭିଡ କଟକଣାରେ ପାଳନ ହେବ ସ୍ୱାଧୀନତୀ ଦିବସ । ସ୍କୁଲ୍‌ରେ ଅଗଷ୍ଟ ୧୫, ଭାଗ ନେବେନି ପିଲା। ଚଳିତବର୍ଷ ବିନା ଛାତ୍ରଛାତ୍ରୀରେ ସ୍କୁଲ୍‌ରେ ହେବ ସ୍ୱାଧୀନତା ଦିବସ ପାଳନ ।

କେବଳ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ସ୍କୁଲ୍‌ରେ ହେବ ପତାକା ଉତ୍ତୋଳନ । ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍ ଆଧାରରେ ପାଳନ ହେବ ସ୍ୱାଧୀନତା ଦିବସ । ଏ ନେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସ୍ୱାଧୀନତା ଦିବସରେ ରାଜ୍ୟରେ ହେବନି ପରେଡ୍ । ସ୍କୁଲ ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରେ ଭାଗ ନେବେନି କି ଜନ ସମାଗମ ମଧ୍ୟ ହେବନି ।

ତ୍ରିରଙ୍ଗା ପଦଯାତ୍ରା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking