30.1 C
Bhubaneswar
Saturday, May 4, 2024
Homeଅପରାଧରାଜଧାନୀରେ ଚାଞ୍ଚଲ୍ୟ: ବାଥରୁମରୁ ମିଳିଲା ମହିଳାଙ୍କ ଗଳିତ ଶବ

ରାଜଧାନୀରେ ଚାଞ୍ଚଲ୍ୟ: ବାଥରୁମରୁ ମିଳିଲା ମହିଳାଙ୍କ ଗଳିତ ଶବ

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ବାଥରୁମରୁ ମିଳିଲା ଜଣେ ମହିଳାଙ୍କ ଗଳିତ ଶବ। ଭରତପୁର ଥାନା ଅନ୍ତର୍ଗତ ପଣ୍ଡା କୁଦିଆ ବସ୍ତିରୁ ଏହି ମୃତଦେହ ଉଦ୍ଧାର ହୋଇଛି। ବିଳମ୍ବିତ ରାତିରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇଥିବା ଜଣାଯାଇଛି। ମୃତ ମହିଳାଙ୍କ ନାଁ ମିନତି ଲେଙ୍କା। ତାଙ୍କର ବୟସ ୪୫ ବର୍ଷ। ସେ ଏକ ଘରୋଇ ହସ୍ପିଟାଲରେ କାମ କରୁଥିଲେ। ଏକ ଅପମୃତ୍ୟୁ ମାମଲା ରୁଜୁ କରି ଭରତପୁର ଥାନା ପୁଲିସ ତଦନ୍ତ ଚଳାଇଛି।

୩ ଛୁଆଙ୍କୁ ମାରିବା ପରେ ମା’ର ଆତ୍ମହତ୍ୟା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking