37.1 C
Bhubaneswar
Saturday, May 18, 2024
Homeଅପରାଧଯୁବକଙ୍କୁ ଗୁଳିକରି ହତ୍ୟା

ଯୁବକଙ୍କୁ ଗୁଳିକରି ହତ୍ୟା

ଚମ୍ପୁଆ : ଯୁବକଙ୍କୁ ଗୁଳିକରି ହତ୍ୟା । ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ଗୁଳିକରି ହତ୍ୟା । କେନ୍ଦୁଝର ଜିଲ୍ଲା ବଡବିଲ୍ ୱାର୍ଡ ନଂ-୬ ମିନି ଟାୱାର ନିକଟରେ ଗୁଳିମାଡ଼ କରାଯାଇଛି । ବାଇକ୍‌ରେ ଘରକୁ ଫେରିଲା ବେଳେ ହୋଇଛି ଗୁଳିମାଡ଼ । ଗୁଳିମାଡ଼ କରି ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ହେଲେ କ’ଣ ପାଇଁ ଗୁଳିମାଡ଼ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ବି ଜଣାପଡ଼ି ନାହିଁ । ଘଟଣାରସ୍ଥଳରେ ପୋଲିସ ପହଞ୍ଚି ମୃତଦହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଛି ।

୩ ଛୁଆଙ୍କୁ ମାରିବା ପରେ ମା’ର ଆତ୍ମହତ୍ୟା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking