୩ ଛୁଆଙ୍କୁ ମାରିବା ପରେ ମା’ର ଆତ୍ମହତ୍ୟା

ପାଟନା:  ବିହାରର ଗୟା ଜିଲ୍ଲାରେ ଘଟିଥିବା ବିଚଳିତ କରିବା ଘଟଣାରେ ପୁଲିସ୍‌ ବଡ଼ ଖୁଲାସା କରିଛି। ଜଣେ ମହିଳା ନିଜର ୩ ଛୁଆଙ୍କୁ ମାରିବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ଶନିବାର ସମସ୍ତଙ୍କ ମୃତଦେହ ମିଳିଥିବା ବେଳେ ପୁଲିସ ଆଜି ପୂରା ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛି। ସିଟି ଏସ୍‌ପି ହିମାଂଶୁ କହିଛନ୍ତି, “ମାଳତୀ ଦେବୀ ଓ ତାଙ୍କର ୩ ପିଲାଙ୍କ ମୃତଦେହ ଗୟାର ମାଗ୍ରା ପୁଲିସ୍‌ ଷ୍ଟେସନ ଅଞ୍ଚଳକୁ ମିଳିଥିଲା। ମାଳତୀ ଦେବୀ … Continue reading ୩ ଛୁଆଙ୍କୁ ମାରିବା ପରେ ମା’ର ଆତ୍ମହତ୍ୟା