28.1 C
Bhubaneswar
Saturday, April 27, 2024
HomeUncategorizedମହିଳା ଟି-୨୦ ବିଶ୍ୱକପ୍‌: ମେଲବର୍ଣ୍ଣରେ ଭାରତ- ଅଷ୍ଟ୍ରେଲିଆ କଡା ଟକ୍କର

ମହିଳା ଟି-୨୦ ବିଶ୍ୱକପ୍‌: ମେଲବର୍ଣ୍ଣରେ ଭାରତ- ଅଷ୍ଟ୍ରେଲିଆ କଡା ଟକ୍କର

ନୂଆଦିଲ୍ଲୀ: ଆଜି ମେଲବର୍ଣ୍ଣ ମଇଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ଅଷ୍ଟ୍ରେଲିଆ । ପ୍ରଥମ ଥର ପାଇଁ ଭାରତୀୟ ମହିଳା ଦଳ ଫାଇନାଲରେ ପ୍ରବେଶ କରିଥିବାରୁ ସମସ୍ତେ ଏହି ମ୍ୟାଚକୁ ନେଇ ଅତ୍ୟନ୍ତ ଖୁସି ଓ ଆଶାବଦୀ ଅଛନ୍ତି । ଭାରତୀୟ ସମୟ ଅନୁସାରେ, ଏହି ମହାମୁକାବିଲା ଦିନ ୧୨ଟାରେ ଆରମ୍ଭ ହେବ । ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ହରମନପ୍ରିତ୍ ମଧ୍ୟ ଦମଦାର ଖେଳ ପ୍ରଦର୍ଶନ ଅପେକ୍ଷାରେ ଅଛନ୍ତି । ତେବେ ଚମ୍ପିୟାନ ଅଷ୍ଟ୍ରେଲିଆ ସାମ୍ନାରେ ମଧ୍ୟ ଭାରତୀୟ ଦଳ କିଭଳି ଖେଳ ଫ୍ରଦର୍ଶନ କରୁଛନ୍ତି, ତା ଉପରେ ଏବେ ସମସ୍ତଙ୍କ ରହିଛି ନଜର । ଏହାକୁ ବାଦ୍ ଦେଲେ ଯଦି ପାଗ କଥା କହିବା, ତେବେ ମେଲବର୍ଣ୍ଣରେ ପାଗ ଏକଦମ ଶୁଖିଲା ଓ ଖରାଟିଆ ରହିଛି । ଯାହା ଖେଳାଳୀଙ୍କ ପାଇଁ ଭଲ ବୋଲି କୁହାଯାଉଛି ।
 
https://onakhabar.com/2020/03/08/jee-main-rejistration-extended-2020/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking