29.1 C
Bhubaneswar
Saturday, April 27, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା.....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା…..

ମେଷ : ଚନ୍ଦ୍ରଭୋଗ ହେଉଥିବାରୁ ଆୟ ଆଶନୁରୂପ ହେବ । ରୁଚିପୂର୍ଣ୍ଣ ଭୋଜନ ମିଳିବ । ଦାମ୍ପଦ୍ୟ ଜୀବନ ସୁଖପ୍ରଦ ହେବ । ମାଲିମୋକଦମାରେ ବିଜୟୀ ହୋଇ ଧନ ଲାଭ କରିବେ । ରାଜକୃପା ପାଇ ସନ୍ତୁଷ୍ଟ ହେବେ । ଯଶସ୍ୱୀ ହେବେ । ନୂଆ ବନ୍ଧୁ ଜୁଟିବ ।
ବୃଷ : ଜଣକୁ ସାହାଯ୍ୟ କରି ଅପଦସ୍ତ ହୋଇପାରନ୍ତି । ଥଣ୍ଡା କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି । ଚଂଚଳ ସ୍ୱଭାବର ହେବେ । ଚକ୍ଷୁ ପୀଡ଼ା ଅନୁଭବ କରିପାରନ୍ତି । ମଧୁରଭାଷୀ ହେବେ ।
ମିଥୁନ : ନୂତନ ଭାବେ କର୍ମନୁଯୁକ୍ତି ପାଇପାରନ୍ତି । ଆୟ ଯଥଷ୍ଟେ ପରିମାଣର ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ସରକାରୀ ସ୍ତରରେ ସମ୍ମାନୀତ ହେବା ସହିତ ଧନ ଲାଭର ସୂଚନା ମିଳୁଛି ।
କର୍କଟ : ମହିଳା ଓ ବିଦ୍ୟାର୍ଥୀମାନେ ସମ୍ବେଦନଶୀଳ ହୋଇପାରନ୍ତି । କୁଳଦୀପକ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ପାରିବାରିକ ସୁଖ ମିଳିବ ।
ସିଂହ : ସ୍ୱଜନଶୀଳ ପ୍ରତିଭାର ବିକାଶ ଘଟିବ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗବିଳାସରେ ଅତିବାହିତ କରିପାରନ୍ତି । ସୁଖ ସମୃଦ୍ଧି ପୂର୍ଣ୍ଣ ଜୀବନଯାପନ କରିବେ । ଦାମ୍ପତ୍ୟଜୀବନ ସୁଖପ୍ରଦ ହେବ ।
କନ୍ୟା : ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହୋଇପାରନ୍ତି । ମିତ୍ରମାନେ ସହଯୋଗ ପରିବର୍ତେ କରଛଡ଼ା ଦେଇପାରନ୍ତି । ଶାରୀରିକ ଦୁର୍ବଳତା ଅନୁଭବ କରିବେ । ଯାନବାହନରେ ସତର୍କ ରହିବେ ।
ତୁଳା : ଯଶସ୍ୱୀ ହେବେ । ଦୁଃସାହସିକ ପଦକ୍ଷେପ ନେଇ ଅସାଧ୍ୟ କାର୍ଯ୍ୟରେ ସାଧନା କରିବାରେ ସକ୍ଷମ ହେବେ । କୂଳ ଉଜ୍ଜଳକାରୀ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହେବେ ।
ବିଛା : ଦକ୍ଷତା ଦ୍ୱଗୁଣିତ ହୋଇପାରେ । ଦୃତ ମନୋବଳ ନେଇ ନର୍ଭୟରେ କାର୍ଯ୍ୟ ସଂପାଦନ କରିବେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି ।
ଧନୁ : ମନରେ ଭକ୍ତଭାବନା ଜାଗ୍ରତ ହୋଇପାରେ । ଚଂଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଲଟେରି ଫଳ ଆପଣଙ୍କ ସପକ୍ଷରେ ଯାଇପାରେ । ତନ୍ତ୍ର ମନ୍ତ୍ର ଦ୍ୱାରା ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହ ହେବ । ବ୍ୟବସାୟରୁ ଲାଭ ମିଳିବ ।
ମକର : ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳ ହେବେ । କେତେକ କ୍ଷେତ୍ରରେ ମନମତାନ୍ତର ଘଟିପାରେ । ଉଦାର ପ୍ରକୃତିର ହୋଇପାରନ୍ତି । ନାନାଶାଳୀ ହେବେ । ସୁସ୍ଥ ରହିବେ ।
କୁମ୍ଭ : ସାହାସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଆସ୍ତିକ ମଧୁର ଭାଷୀ ହୋଇପାରନ୍ତି । ଥଣ୍ଡା କଫଜନିତ ପୀଡ଼ା ଅନୁଭବ କରିପାରନ୍ତି । ଭାଇମାନଙ୍କ ଠାରୁ ଆଦର ପାଇପାରନ୍ତି ।
ମୀନ : କାର୍ଯ୍ୟ ଦକ୍ଷତା ବୃଦ୍ଧି ହେବ । ପରମ ଭାଗ୍ୟଶାଳୀ ହେବେ । ଶାନ୍ତିପ୍ରିୟ ବିଦ୍ୟାପ୍ରେମୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବ । ସ୍ତ୍ରୀ ବିଳାସୀ ହେବେ । ମିତ୍ର ସୁଖ ଲାଭ କରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking