26.1 C
Bhubaneswar
Wednesday, May 8, 2024
Homeଓଡିଶାକଟକରେ ଦୋଳ, ହୋଲି କଟକଣା

କଟକରେ ଦୋଳ, ହୋଲି କଟକଣା

ଭୁବନେଶ୍ୱର: ଦୋଳ, ହୋଲି ନେଇ କଟକଣା ଜାରି କରିଛନ୍ତି କଟକ ଡିସିପି । କୋଭିଡ କଟକଣାରେ ପାଳନ ହେବ କଟକରେ ଦୋଳ ମେଳଣ । ସବୁ ବର୍ଷ ଭଳି ଧୂମଧାମରେ ହୋଲି ପାଳନ ହେବ ନାହିଁ । ମେଳଣ ପଡିଆରେ ୨ ଶହରୁ ଅଧିକ ଲୋକଙ୍କ ସମାଗମ ହେବ ନାହିଁ । ପ୍ରତି ବିମାନରେ ବ୍ରାହ୍ମଣ, ଘଣ୍ଟୁଆ ମିଶି ୧୦ ଜଣଙ୍କୁ ରହିବାକୁ ଅନୁମତି ଦିଆଯିବ । ସେହିଭଳି ଶୋଭାଯାତ୍ରା, ଲାଇଟ ଓ ଜନଗହଳି ନକରିବାକୁ ନିର୍ଦ୍ଦେଶ ରହିଛି । କେହି ଲାଠି ଆଣିପାରିବେ ନାହିଁ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ନାହିଁ । ଏକାଠି ବହୁ ସଂଖ୍ୟାରେ ହୋଲି ଖେଳିବାକୁ ମଧ୍ୟ ବାରଣ କରାଯାଇଛି । ହୋଲି ଦିନ ନିଜ ଘରେ ଲୋକମାନଙ୍କୁ ହୋଲି ଖେଳିବାକୁ ଅନୁମତି ମିଳିବ । ହୋଲିରେ ଗୀତ, ନାଚ, ଡିଜେ ଆଜି ବଜାଇବାକୁ କଡା ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking