38.1 C
Bhubaneswar
Friday, April 26, 2024
HomeUncategorizedଉପଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ଧାରଣା

ଉପଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ଧାରଣା

ଉଦଳା : ଉପ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ଆଜକୁ ୨୪ଦିନ ଧରି ଜଣେ ମହିଳା ସମାଜ ସେଵୀ ନିଜ ଓ ପରିବାର ର ସୁରକ୍ଷା ପାଇଁ ଧାରଣ ରେ ଵସିଛନ୍ତି ।ଗୋପଵନ୍ଧୁ ନଗର ଵ୍ଲକ ସାଇଁକୂଳା ଗ୍ରାମ ପଞ୍ଚାୟତ ର ଦିନ ମଜୁରିଆ ଙ୍କ ଜଵ୍ କାର୍ଡ଼ ତିଆରି କରିବା ।, ଯେଉଁ ମାନଙ୍କର କାର୍ଡ ଅଛି ସେମାନଙ୍କ ର c1ଫର୍ମ ପୁରଣ କରି c2ଫର୍ମ ପାଇବାରେ ଆଇନ କୁ ଭିତ୍ତି କରି ଏହି ମହିଳା(ସସ୍ମିତା ପତି)କାମ କରିଥିଲେ । ମାତ୍ର ସରପଞ୍ଚ ମମତା ରଣା ତାଙ୍କର ସହଯୋଗୀ କିଛି ଗୁଣ୍ଡା ଶ୍ରେଣୀୟ ଲୋକଙ୍କୁ ଧରି ତାଙ୍କ ଉପରେ ଵିଭିନ୍ନ ସମୟରେ ତାଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିବା।

ଜଵ୍ କାର୍ଡ଼ ଧାରିଙ୍କ ପାରିଶ୍ରମିକ ଆତ୍ମସାତ କରିବା ଭଳି ୬ ଦଫା ନେଇ ଧାରଣ ରେ ଵସିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୈଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିଵା ସରକାର ଙ୍କ ଜନତା ପ୍ରିତି ଉପରେ ପ୍ରଶ୍ନ ବାଚି ସୃଷ୍ଟି କରୁଛି । ଏହି ମହିଳା ଜଣକ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ସକ୍ରିୟ ସଭ୍ଯା ଥି ଵାରୁ ବିଭିନ୍ନ ସ୍ଥାନରେ ମଦ ଵିରୋଧି,ସାମାଜିକ ସୁରକ୍ଷାଆଦି ଆନ୍ଦୋଳନ କରିଆସୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking