30.1 C
Bhubaneswar
Friday, April 26, 2024
Homeଓଡିଶାକଟକ ରୁ ଆଜି ୮୧ ପଜେଟିଭ

କଟକ ରୁ ଆଜି ୮୧ ପଜେଟିଭ

ଭୁବନେଶ୍ଵର: କଟକ ଜିଲ୍ଲାର ୧୨୪ ନୂଆ କରୋନା ପଜିଟିଭରୁ ୮୧ ଜଣ ସହରରୁ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୧ ଜଣ କ୍ୱାରେଣ୍ଟାଇନରୁ ଓ ୧୨ ଜଣ ସ୍ଥାନୀୟ ଅଞ୍ଚଳରୁ ୧୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନରୁ ୩୮ ଜଣ ଚିହ୍ନଟ ହୋଇଛନ୍ତି । କଟକ ସହରରେ କରୋନା ପଜିଟିଭ୍ ସଂଖ୍ୟା ୧୪୭୦କୁ ବୃଦ୍ଧି ପାଇଛି । ୧୪୭୦ ପଜିଟିଭରୁ ୧୦ ମୃତ, ୬୯୩ ସୁସ୍ଥ ଓ ୭୬୭ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଏନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଯୋବ୍ରା ପରଶ୍ୱେର ସାହିରୁ ୧୪, ରାଣୀହାଟରୁ ୬, ଚାଉଳିଗଞ୍ଜରୁ ୩ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking