30.1 C
Bhubaneswar
Friday, April 26, 2024
Homeଓଡିଶାରାସ୍ତା ଓ ବ୍ରିଜରେ ପାଣି ଚାଲୁଥିଲେ ଯାଆନ୍ତୁ ନାହିଁ: ଏସଆରସି

ରାସ୍ତା ଓ ବ୍ରିଜରେ ପାଣି ଚାଲୁଥିଲେ ଯାଆନ୍ତୁ ନାହିଁ: ଏସଆରସି

ଭୁବନେଶ୍ୱର: ଆଗାମୀ ୨ ଦିନରେ ବର୍ଷା ନେଇ ଏସଆରସି ପ୍ରଦୀପ ଜେନା ନୂଆ ସୂଚନା ପ୍ରଦାନ କରିଛନ୍ତି । ଏହାକୁ ନେଇ ଜିଲ୍ଲାପାଳମାନଙ୍କୁ ସତର୍କ ସହ କର୍ମଚାରୀଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି । ବର୍ଷା ପାଇଁ କିଛି ତଳିଆ ଅଂଚଳରେ ପାଣି ଜମିପାରେ ବୋଲି ସେ କହିଛନ୍ତି । ପାହାଡିଆ ଅଂଚଳରେ ଫ୍ଲାସ ପ୍ଲଡ ସ୍ଥିତି ସୃଷ୍ଟି ହୋଇପାରେ । କେତେକ ସ୍ଥାନରେ କଚ୍ଚା ଘର ମଧ୍ୟ କ୍ଷତି ହେବାର ଆଶଙ୍କା ରହିଛି । ଜଳ ସଂପଦ ଓ ଡ୍ରେନେଜ ବିଭାଗ ଇଂଜିନିୟରଙ୍କୁ ସଜାଗ କରାଯାଇଛି । ରାସ୍ତା ଓ ବ୍ରିଜ ଉପରେ ପାଣି ଚାଲୁଥିଲେ କେହି ନଯିବାକୁ ଏସଆରସି ପରାମର୍ଶ ଦେଇଛନ୍ତି । ତେବେ ଗତ କିଛି ଦିନ ଧରି ଲଘୁଚାପ କାରଣରୁ ବର୍ଷା ଲାଗି ରହିଛି । ଏହାରି ଭିତରେ ୫ଟି ଲଘୁଚାପ ସୃଷ୍ଟି ହୋଇଛି । ଯେଉଁଥିପାଇଁ ରାଜ୍ୟରେ ବର୍ଷା ଜାରି ରହିଛି ।
https://onakhabar.com/corona-recovery-rate-75-percent-in-country-22-percent-of-the-total-active-cases-health-ministry-said/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking