29.1 C
Bhubaneswar
Saturday, April 27, 2024
Homeସ୍ୱାସ୍ଥ୍ୟମୁଣ୍ଡବିନ୍ଧା ହେଉଛିକି .. ଆପଣାନ୍ତୁ ଘରୋଇ ଉପଚାର

ମୁଣ୍ଡବିନ୍ଧା ହେଉଛିକି .. ଆପଣାନ୍ତୁ ଘରୋଇ ଉପଚାର

ଭୁବନେଶ୍ୱର : ବ୍ୟସ୍ତ ମୟ ଜୀବନରେ ଖାଦ୍ୟରେ ଅନିୟମିତତା କାରଣରୁ ଅନେକ ସମୟରେ ଆମରେ ମୁଣ୍ଡବିନ୍ଧା ହୋଇଥାଏ । ଏଥିପାଇଁ କେହି କେହି ବଜାରରେ ମିଳୁଥିବା ମେଡିସିନ ବ୍ୟବହାର କରିଥାନ୍ତି କିନ୍ତୁ ଏପରି ନକରି ଘରୋଇ ଉପାୟରେ ଏହାକୁ ଆପଣ ଦୂରେଇ ପାରିବେ । କାରଣ ମୁଣ୍ଡବିନ୍ଧା ଭଳି ସମସ୍ୟା ପାଇଁ ସବୁବେଳେ ମେଡ଼ିସିନ ବ୍ୟବହାର କରିବା ଶରୀର ପାଇଁ କ୍ଷତିକାରକ ହୋଇପାରେ ।
ସାଧାରଣତଃ ଖାଦ୍ୟ ପେୟ ଠିକ ନହେବାରୁ ପେଟ ଗ୍ୟାସ ହୋଇଥାଏ ଯାହାଫଳରେ ମଧ୍ୟ ମୁଣ୍ଡ ବିନ୍ଧା ହୋଇଥାଏ । ଏଥିପାଇଁ ଆପଣ ଙ୍କୁ ପ୍ରଚୁର ପାଣି ପିଇବାକୁ ପଡିବ । ପାଣିକୁ ଗରମ କରି ସେଥିରେ ଅଦା ରସ ପକାଇ ପିଅନ୍ତୁ ।ପେଟ କୁ ଥଣ୍ଡା ରଖିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଖାଲି ପେଟ ରେ ରୁହନ୍ତୁ ନାହିଁ । ଆପଣ ଚାହିଁଲେ ରାତିରେ ଭୁସି ଓ ମିଶ୍ରୀକୁ ଭିଜେଇ ସକାଳୁ ପିପାରିବେ ଯାହାକି ପେଟ ପାଇଁ ଖୁବ ଭଲ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking