27.1 C
Bhubaneswar
Wednesday, May 8, 2024
Homeଓଡିଶାଘରେ ପଶି ସ୍କୁଟି ଜାଳିଦେଲେ ଦୁବୃର୍ତ୍ତ

ଘରେ ପଶି ସ୍କୁଟି ଜାଳିଦେଲେ ଦୁବୃର୍ତ୍ତ

ପାରାଦ୍ୱୀପ: ତିର୍ତ୍ତୋଲ ଥାନା କୁଜଙ୍ଗ ସିରାଳ ଗାଁରେ ଉତ୍ତେଜନା ଦେଖାଦେଇଛି । ଗାଁରେ ଜଣେ ଯୁବକଙ୍କ ଘରେ ପଶି ଭଙ୍ଗାରୁଜା କରି ସ୍କୁଟିକୁ ମଧ୍ୟ ଜାଳିଦେଲେ ଦୁବୃର୍ତ୍ତ । ଗତକାଲି ରାସ୍ତା ମାପଚୁପକୁ ନେଇ ଗାଁରେ ଗଣ୍ଡଗୋଳ ହୋଇଥିଲା । ସଂଘବଦ୍ଧ ଆକ୍ରମଣରେ ଗାଁର ଜଣେ ଯୁବକ ଗୁରୁତର ହୋଇଥିଲେ । ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣକାରୀ ଯୁବକଙ୍କ ଘରେ ଭଙ୍ଗାରୁଜା ହୋଇଥିବା ସୂଚନା ।

ରାଜ୍ୟରେ ଦିନକରେ ୧୦୪ ପଜିଟିଭ୍ ଆକ୍ରାନ୍ତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking