31.1 C
Bhubaneswar
Sunday, May 19, 2024
Homeଓଡିଶାବେଲୁନ୍‌ ଗିଳିଦେବାରୁ ନାବାଳକର ଚାଲିଗଲା ଜୀବନ !

ବେଲୁନ୍‌ ଗିଳିଦେବାରୁ ନାବାଳକର ଚାଲିଗଲା ଜୀବନ !

କୋଚି: କେରଳର ବଳରାମ୍‌ପୁରମ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା । ଖେଳୁଥିବା ବେଳେ ବେଲୁନ୍‌ ଗିଳିଦେବାରୁ ଜଣେ ୯ ବର୍ଷ ବୟସ୍କ ବାଳକ ମୃତ୍ୟୁ ଘଟିଛି । ମୃତ ବାଳକର ନାମ ଆଦିତ୍ୟନ ବୋଲି ଜଣାପଡିଛି । କେରଳ ବଳରାମପୁରମ୍‌ ଆନ୍ଥିୟୁର ନିକଟବର୍ତ୍ତୀକାଲୁମୁଡୁରେ ଏହି ବାଳକର ଘର ।

ବଳରାମପୁର ଅଞ୍ଚଳରେ ୯ ବର୍ଷିୟ ଆଦିତ୍ୟନ୍‌ ବେଲୁନ୍‌ ସହ ଖେଳୁଥିଲା । ଏଥିରେ ପବନ ଫୁଙ୍କିବା ସମୟରେ କୌଣସି କାରଣରୁ ଏହାକୁ ଗିଳି ଦେଇଥିଲା । ପିଲାଟି ଶ୍ୱାସ କ୍ରିୟାରେ ଅସୁବିଦା ହେଉଥିବା ତା ମା ପ୍ରଥମେ ଦେଖିଥିଲେ । ବେଲୁନ୍‌ ଗିଳିଦେଇଥିବା ଜାଣିବା ପରେ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking