29.1 C
Bhubaneswar
Wednesday, May 8, 2024
Homeଓଡିଶାକଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକ ରେ ହେଉଥିବା ଉନ୍ନୟନ କାମରେ ସ୍ଥାନୀୟ ବିଧାୟକ ମାନଙ୍କ ମାତ୍ରାଧିକ ହସ୍ତକ୍ଷେପ ଯୋଗୁଁ ସରକାରୀ ଯୋଜନା ସବୁ ଧିମେଇ ଯାଉଥିବା ସହ ବିଧାୟକ ମାନଙ୍କ ମର୍ଜିରେ ଉନ୍ନୟନ କାମର ନିଷ୍ପତି ତଥା ବିଧାୟକ ମାନଙ୍କ ପାଖଲୋକଙ୍କୁ କ।ମ ଯୋଗାଯାଉଥିବାରୁ ଅନେକାଂଶରେ ବ୍ଲକ ମାନଙ୍କର ଯେତିକି ବିକାଶ ହେବକଥା ତାହା ହୋଇପାରୁନି । ଅନେଇ ଆଜି ଜିଲ୍ଲାର ସମସ୍ତ ଅଧକ୍ଷ୍ୟ, ଅଧକ୍ଷ ଭବାନୀପାଟଣା ସଦର ବ୍ଲକ ଅଧାକ୍ଷ୍ୟ ତଥା ଜିଲ୍ଲା ପଞ୍ଚାୟତ ସମିତି ସଂଘର ଅଧ୍ୟକ୍ଷ। ସନ୍ତସି ଦାସଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ସହ ବ୍ଲକ ଉନ୍ନୟନ କାର୍ଯ୍ୟରେ ସ୍ଥାନୀୟ ବିଧାୟକ ମାନେ ଦଖଲ ନଦେବାକୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking