28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଗୁଗୁଲର ନୂଆ ଫିଚର ଲଂଚ୍‌; ବିନା ଇଣ୍ଟରନେଟରେ ହେବ ସବୁ କାମ

ଗୁଗୁଲର ନୂଆ ଫିଚର ଲଂଚ୍‌; ବିନା ଇଣ୍ଟରନେଟରେ ହେବ ସବୁ କାମ

ନୂଆଦିଲ୍ଲୀ: ଲୋକପ୍ରିୟ କମ୍ପାନୀ ଗୁଗୁଲ ଏକ ନୂଆ ଆପ ଲଂଚ କରିଛି । ଯାହାର ନାଁ ହେଲା ୱାଇଫାଇନାନସ୍କାନ ରଖାଯାଇଛି । ଏହି ଆପ ସାହାଯ୍ୟରେ ଉପଭୋକ୍ତା ବିନା ୱାଇଫାଇ କିମ୍ବା ବ୍ଲୁ ଟୁଥର ବି ଦୁଇ ଡିଭାଇସକୁ କନେକ୍ଟ କରିପାରିବେ । ସିଧା ସିଧା କହିବାକୁ ଗଲେ ଏହି ଆପ ସାହାଯ୍ୟରେ ବିନା ଇଂଟରନେଟ ଓ ୱାଇଫାଇ ବିନା ସମସ୍ତ କାମ ହୋଇପାରିବ । ବର୍ତମାନ ଏହି ଆପକୁ କେବଳ ଡେଭଲପର୍ସଙ୍କ ପାଇଁ ଲଂଚ କରାଯାଇଛି । ଯାହାଦ୍ୱାରା ୱାଇଫାଇ ଆୱେରରେ ପରୀକ୍ଷଣ କରାଯାଇପାରିବ ।
ଆପଣଙ୍କୁ କହିରଖୁଛୁ, ୱାଇଫାଇ ଆୱେର ଏକ ନେବର ଆଓାରନେସ ନେଟୱାର୍କିଂ, ଯାହା ସାହାଯ୍ୟରେ କୌଣସି ଏକ୍ସଟର୍ନାଲ ଡିଭାଇସର ଗୋଟିଏ ସ୍ମାର୍ଟଫୋନକୁ ଅନ୍ୟ ସହ କନେକ୍ଟ କରାଯାଇପାରିବ । ରିପୋର୍ଟ ଅନୁସାରେ, ୱାଇଫାଇନାନସ୍କାନ କେବଳ କିଛି ସ୍ମାର୍ଟଫୋନରେ କାମ କରିବ । ଏଥିପାଇଁ ଆପଣଙ୍କୁ ଆଣ୍ଡ୍ରଏଡ ୮ କିମ୍ବା ତାର ଉପର ଭର୍ସନ ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମ ଦରକାର । ଏହା ପୁରା ସୁରକ୍ଷିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking