30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଆମକୁ ୨ ସପ୍ତାହ ଦିଅନ୍ତୁ: ବୋଥ୍ରା

ଆମକୁ ୨ ସପ୍ତାହ ଦିଅନ୍ତୁ: ବୋଥ୍ରା

ଭୁବନେଶ୍ୱର: ପରୀ ହତ୍ୟା ଘଟଣାରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏସଆଇଟି ଗଠନ ହେବା ଏବେ ୪ରୁ ୫ ଦିନ ହେଲା । ଆମକୁ ଦୁଇ ସପ୍ତାହ ସମୟ ତ ଦିଅନ୍ତୁ । ଆମେ କଠିନ ପରିଶ୍ରମ କରୁଛୁ ଏବଂ ଦାୟିତ୍ୱ ନେଇ ସଚେତନ ଅଛୁ । ଅନ୍ୟପଟେ ରିମାଣ୍ଡ ଅବଧି ସରିବା ପରେ ଆଜି ଜେଲ ଗଲେ ପାଠକ ବାପା, ପୁଅ । ଆଇଏଫଏସ ଅଭୟକାନ୍ତ ପାଠକ ଏବଂ ଆକାଶ ପାଠକ ଜେଲ ଯାଇଛନ୍ତି । ଜେଲ ଯିବା ସମୟରେ ଅଭୟକାନ୍ତ ପାଠକ ପ୍ରତିକ୍ରିୟା ଦେଇ କହିଛନ୍ତି, ସବୁ ପ୍ରମାଣ ଦେବି । ମୋ ବିରୋଧରେ ଷଡଯନ୍ତ୍ର ହୋଇଛି । ପୁଅ ଟାଟାରେ ଚାକିରୀ କରୁଥିବା ପ୍ରଶ୍ନରେ ବି ସେ ମତ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking