43 C
Bhubaneswar
Tuesday, April 16, 2024
Homeବ୍ରେକୀଙ୍ଗପରୀକୁ ନ୍ୟାୟ ଦାବିରେ ନୟାଗଡ଼ ପହଞ୍ଚିଲେ କଂଗ୍ରେସ ଟିମ

ପରୀକୁ ନ୍ୟାୟ ଦାବିରେ ନୟାଗଡ଼ ପହଞ୍ଚିଲେ କଂଗ୍ରେସ ଟିମ

ନୟାଗଡ଼ : ପରୀ ହତ୍ୟା ଘଟଣାରେ ନ୍ୟାୟ ଦାବିରେ କଂଗ୍ରେସର ଏକ ଟିମ ଆଜି ନୟାଗଡ଼ ଜିଲ୍ଲା ଯଦୁପୁର ଠାରେ ପହଞ୍ଚିଛନ୍ତି । ଦୁଇ ଦିନିଆ ଓଡ଼ିଶା ଗଦ୍‌ତରେ ଆସିଥିବା ଏ.ଚେଲାକୁମାର ମଧ୍ୟ ସେଠାର ପହଞ୍ଚିଛନ୍ତି ଓ ଦୋଷୀ ସର୍ବୋଚ୍ଚ ନ୍ୟାୟାଳୟର ସହାୟତାରେ ଫାସୀ ମିଳିବା ଦରକାର ବୋଲି ମତ ଦେଇଛନ୍ତି । ତାଙ୍କ ସହ ପିସିସି ସଭାପତି ନିଂରଞ୍ଜନ ପଟ୍ଟନାୟକ କଂଗ୍ରେସ ନେତା ତାରାବାହୀନୀ ପତି, ନରସିଂହ ମିଶ୍ର , ଭକ୍ତ ଦାସ ,ପ୍ରଦୀପ ମାଝୀ ପ୍ରମୁଖ ପହଞ୍ଚି ପରୀର ପରିବାରସହ ଆଲେଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking