26.1 C
Bhubaneswar
Tuesday, May 7, 2024
Homeଓଡିଶାଫାଟିଲା ଗ୍ୟାସ ଟାଙ୍କି, ଚାଲିଗଲା ଜୀବନ

ଫାଟିଲା ଗ୍ୟାସ ଟାଙ୍କି, ଚାଲିଗଲା ଜୀବନ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ରଘୁନାଥପାଲି ସ୍ପଞ୍ଜ ଆଇରନ୍ କାରଖାନାରେ ଏକ ଓଲ୍ଡିଂ ଗ୍ୟାସ ଟାଙ୍କିର ବିସ୍ପୋରଣ ଘଟିଛି । ଏହି ଭୟଙ୍କର ବିସ୍ଫୋରଣରେ ଜଣେ ସିକୁ୍ୟରିଟି ଗାର୍ଡଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଥିବା ସୂଚନା ମିଳିଛି । ଜଣେ ଗୁରୁତରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା, ତା’ର କାରଣ ଅସ୍ପଶ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking