28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଗଞ୍ଜାମ – ଖୋର୍ଦ୍ଧା ସୀମା ସିଲ୍

ଗଞ୍ଜାମ – ଖୋର୍ଦ୍ଧା ସୀମା ସିଲ୍

ଭୁବନେଶ୍ବର : ଗଞ୍ଜାମ – ଖୋର୍ଦ୍ଧା ସୀମାକୁ ବୁଧବାର ସିଲ କରାଯାଇଛି। ଗଞ୍ଜାମରୁ ଭୁବନେଶ୍ବର ଆସିବା ଉପରେ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛନ୍ତି। ଏ ନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ବିଟ କରି ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗଞ୍ଜାମରେ କରୋନା ଅଣାୟତ୍ତ ହୋଇ ପଡିଛି। ପ୍ରତିଦିନ ଶତାଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଗଞ୍ଜାମରେ ବର୍ତ୍ତମାନ ସୁଦ୍ଧା ୨୪ ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି। ଯେପରି ସଂକ୍ରମଣ ଅନ୍ୟ ଯାଗାକୁ ସ୍ଥାନାନ୍ତର ନ ହେଉ ଏହାକୁ ନ ଜର ରଖି ଗଞ୍ଜାମ ଓ ଖୋର୍ଦ୍ଧା ସୀମାକୁ ଜିଲ୍ଲାପାଳ ସିଲ କରିଛନ୍ତି।

ଏମକେସିଜି ମେଡିକାଲରେ ଆଉଟଡୋର ବନ୍ଦ କଲା ପ୍ରଶାସନ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking