ଏମକେସିଜି ମେଡିକାଲରେ ଆଉଟଡୋର ବନ୍ଦ କଲା ପ୍ରଶାସନ

ବ୍ରହ୍ମପୁର : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଆଉଟଡୋର ଚିକିତ୍ସା ସେବାକୁ ଆଜି ଠାରୁ ବନ୍ଦ କରିଦିଆଯାଇଛି । କେବଳ ଜରୁରୀକାଳୀନ ଚିକିତ୍ସା ସହ ରେଫେର ହୋଇ ଆସୁଥିବା ରୋଗୀଙ୍କ ହିଁ ଚିକିତ୍ସା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମେଡିକାଲର ମୁଖ୍ୟ ଫାଟକକୁ ଛାଡି ଅନ୍ୟ ସମସ୍ତ ରାସ୍ତା ବନ୍ଦ କରାଯାଇଛି । ସେହିପରି ମୁଖ୍ୟ ଫାଟକରେ ପୁଲିସ ମୁତୟନ କରିବାକୁ … Continue reading ଏମକେସିଜି ମେଡିକାଲରେ ଆଉଟଡୋର ବନ୍ଦ କଲା ପ୍ରଶାସନ