28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଗାନ୍ଧୀ ଜୟନ୍ତୀ ପାଳନ ଓ କଂଗ୍ରେସର ବିକ୍ଷୋଭ

ଗାନ୍ଧୀ ଜୟନ୍ତୀ ପାଳନ ଓ କଂଗ୍ରେସର ବିକ୍ଷୋଭ

ଜୟପୁର: ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଲାଲ ବାହାଦୂର ଶାସ୍ତ୍ରୀ ଙ୍କ ଜୟନ୍ତୀ ଜୟପୁର BJD ରୋ ନେତ୍ରୀ ଇନ୍ଦିରା ନନ୍ଦ,ପୌରଅଧକ୍ଷ ,ସୂର୍ଯ୍ୟ ନାରାୟଣ ରଥ ବରିଷ୍ଠ ନେତା କର୍ମୀ ଉପସ୍ଥିତ ରହି ସ୍ଥାନୀୟ ବିଜୁ ଜନତା ଦଳ ର କାର୍ଯ୍ୟାଳୟ ଠାରେ ପୁଷ୍ପ ମାଲ୍ୟ ଅର୍ପଣ କୋରାଯାଇ ଏକ ଛୋଟିଆ ସଭା ଅନୁଷ୍ଠିତ ହୋଇଥିଲା। ଏହି କାଯ୍ୟକ୍ରମରେ ଡ ଇନ୍ଦିରା ନନ୍ଦ ଓ ମୁନା ରଥ ବକ୍ତବ୍ୟ ରଖିଥିଲେ l

ଅନ୍ୟପଟେ ଜିଲ୍ଲା କଂଗ୍ରେସ ତରଫରୁ କଂଗ୍ରେସ ଭୋବନ ଠାରେ କଂଗ୍ରେସ କୋର୍ମୀ ଫୋଟକୁ ପୁଷ୍ପ ମାଲ୍ୟଅର୍ପଣ କରୀବା ସାଥେ ଏକ ରାଲି କରୀ ମୁଖ୍ୟ ଟ୍ରାଫିକ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରୀଥୀଲେ l ନାରୀ ନିର୍ଯାତୋନା ବିରୁଦ୍ଧରେ ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଓ ପିଏମ ନରେନ୍ଦ୍ର ମୋଦିଙ୍କ କୁଶପୁତଳିକା ଦାହା କରିଥିଲେ ଜୟପୁର କଂଗ୍ରେସ କର୍ମୀ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking