26.1 C
Bhubaneswar
Tuesday, May 7, 2024
Homeଆର୍ନ୍ତଜାତୀୟ ଯୋଗ ଦିବସପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ

ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ ହୋଇଛି । ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୧୯୬୮ ବ୍ୟାଚର ଆଇପିଏସ ହେଉଛନ୍ତି ଉମାଶଙ୍କର ମିଶ୍ର । ଓଡିଶାର ଏକମାତ୍ର ଆଇପିଏସ ଭାବେ ସେ ସିବିଆଇ ନିର୍ଦ୍ଦେଶକ ହୋଇଥିଲେ । ୨୦୦୩ରେ ସିବିଆଇ ନିର୍ଦ୍ଦେଶକ ଭାବେ ସେ ନିଯୁକ୍ତି ପାଇଥିଲେ । ଅଣ୍ଡରୱାର୍ଲଡ ଡନ ଆବୁ ସେଲମଙ୍କୁ ଗିରଫ କରିବାରେ ତାଙ୍କର ସ୍ୱତନ୍ତ୍ର ଭୂମିକା ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking