30.1 C
Bhubaneswar
Friday, April 26, 2024
Homeଅପରାଧଘର ଭିତରୁ ୨ ଭଉଣୀଙ୍କ ଝୁଲନ୍ତା ଶବ ଉଦ୍ଧାର

ଘର ଭିତରୁ ୨ ଭଉଣୀଙ୍କ ଝୁଲନ୍ତା ଶବ ଉଦ୍ଧାର

ରାଇରଙ୍ଗପୁର: ଘର ଭିତରୁ ୨ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୟୁରଭଂଜ ଜିଲ୍ଲା ତିରିଂ ଥାନା ସାନକୁମୁରୁମ ଗାଁରେ ଏହି ଅଭାବନୀୟ ଘଟଣା ଘଟିଯାଇଛି । ଉଭୟ ମୃତକ ସଂପର୍କୀୟ ଭଉଣୀ ହୋଇଥିବା ବେଳେ ସେମାନଙ୍କ ବୟସ ୧୭ ଓ ୧୯ ହେବ । ଜଣଙ୍କ ନାମ ସୁନୀତା ବଦ୍ରା ଓ ଆଉ ଜଣଙ୍କ ନାମ ମନୀଷା ଆଲଦା । ସୁନୀତାର ଘର ଝାଡଖଣ୍ଡ । ତେବେ ସେ  ମାମୁଘର ସାନକୁମୁରୁମରେ ରହୁଥିଲା । ଭିତରପଟୁ କବାଟ ବନ୍ଦ ଥିବା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିନାହିଁ । ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking