32.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶରହସ୍ୟମୟ ଦ୍ବୀପ

ରହସ୍ୟମୟ ଦ୍ବୀପ

ଭୁବନେଶ୍ୱର: ଆପଣ କେବେ ଭାସୁଥିବା ଆଇଲାଣ୍ଡ ଦେଖିଛନ୍ତି କି । ଆଜି ଆମେ ଏମିତି ଏକ ଆଇଲାଣ୍ଡ ବିଷୟରେ କହିବୁ ।  ଆର୍ଜେଣ୍ଟିନାରେ ଏମିତି ଏକ ଆଇଲାଣ୍ଡ ରହିଛି । ଯାହା ଗୋଲାକାର ଏବଂ ତାର ଆଖପାଖରେ ଥିବା ଜଳାଶୟ ବି ଗୋଲାକାର ଆକୃତିର ।  ଅନ୍ୟ ଦ୍ୱୀପମାନଙ୍କ ପରି ଏହା ହୋଇନଥାଏ । ଏହାର ବ୍ୟାସ ହେଉଛି ୧୧୮ ମିଟର ।  ୨୦୦୩ ମସିହାରୁ ଏହା ଗୁଗୁୂଲ ମ୍ୟାପରେ ବି ଦେଖାଯାଉଛି ।  ହେଲେ ୨୦୧୬ ମସିହା ପର୍ଯ୍ୟନ୍ତ ଏହା ଉପରେ କାହାର ଦୃଷ୍ଟି ପଡିନଥିଲା । ଦେଖିବାକୁ ଗଲେ, ତାର ପାଣି ଥଣ୍ଡା ଏବଂ ସ୍ୱଚ୍ଛ ।
ଏହି ଦ୍ୱୀପର ସନ୍ଧାନ ଜଣେ ଫିଲ୍ମ ନିର୍ମାତା କରିଥିଲେ । ସେ ନିଜ ସାଇନ୍ସ ଫିକ୍ସନ ଫିଲ୍ମ ପାଇଁ ଲୋକେସନ ଖୋଜୁଥିଲେ । ସେହି ସମୟରେ ତାଙ୍କୁ ଏହି ଦ୍ୱୀପ ବିଷୟରେ ଜଣାପଡିଥିଲା ।  ନିର୍ଦ୍ଦେଶକ ସର୍ଗିୟୋ ନ୍ୟୁସପିଲରଙ୍କ କହିବା କଥା, ଦ୍ୱୀପ ଦ ଆଇ ଏକ ସର୍କଲ ଭଳି ରହିଥାଏ । ଏହାର ଡାୟମିଟର ୧୩୦ ବ୍ୟାସାର୍ଦ୍ଧ ।  ସମସ୍ତେ ଏହି ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି । ଅନେକ ଏହାରୁ ଭଗବାନ ସୃଷ୍ଟି କହୁଥିବା ବେଳେ ଅନେକ ଘୋଷ୍ଟ ଲାଇଟ କୁହନ୍ତି ଏବଂ ଆଉ କିଛି ଏଲିଅନଙ୍କ ପ୍ରବେଶ ଦ୍ୱାରା ବି କହିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking