25.1 C
Bhubaneswar
Thursday, May 9, 2024
Homeବ୍ରେକୀଙ୍ଗଚମୋଲି ଭୁସ୍ଖଳନରୁ ମିଳିଲା ଆଉ ୫ ଶବ

ଚମୋଲି ଭୁସ୍ଖଳନରୁ ମିଳିଲା ଆଉ ୫ ଶବ

ଉତ୍ତରାଖଣ୍ଡ : ତପୋବନରେ ଶନିବାର  ୫ ଶବକୁ ଉଦ୍ଧାର କରାଯାଇଛି । ସେହି ମଧ୍ୟରୁ ୪ ଟି ଶବକୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ କୈଳାସରୁ ଅମୃତ କୁମାର , ଜୀବନ ସିଂ ଡେରାଡୁନରୁ ,ଜୋତିଷ ବାକାଲା ଝାରଖଣ୍ଡରୁ ଅଛନ୍ତି ବୋଲଇ ଜଣାପଡିଛି । ଉଦ୍ଧାର ପରେ ଶବ ଗୁଡିକୁ ଆଉ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।

ତ୍ତଉତ୍ତରାଖଣ୍ଡରେ ରୁଷିଗଙ୍ଗା ଜଳ ପ୍ରଳୟ ପରେ ପ୍ରଭାବିତ କ୍ଷେତ୍ରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୧୪ ଦିନ ହେବ ସେହି ସ୍ଥାନରେ ଶବ ଗୁଡିକୁ ଖୋଜା ଚାଲିଛି । ଏବେ ମଧ୍ୟ ଅନେକ ଲୋକ ନିଖୋଜ ଥିବାର ସୂଚନା ମିଳିଛି । ତେବେ ପ୍ରକାଶ ଥାଉକି , ଆଜିଯାଏଁ ମୋଟ ୬୭ ଜଣଙ୍କ ଶବ ଉଦ୍ଧାର କରାସରିଛି । ଏବେ ମଧ୍ୟ ୧୩୭ ଜଣଙ୍କ ପତ୍ତା ମିଳୁନାହିଁ ।

ତପୋବନ ସୁଡଙ୍ଗରେ ଲଗାତର ଭାବେ ପାଣିର ପ୍ରବାହ ରହୁଥିବାରୁ ସେଠାରେ ପମ୍ପ ଯୋଗେ ପାଣି ହଟାଯାଇ ଉଦ୍ଧାର କାର୍ଯ୍ୟ ଓ ହିମ ଖଣ୍ଡ ଉଠାଇବା ପ୍ରୟାସ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking