31.1 C
Bhubaneswar
Wednesday, May 8, 2024
Homeଓଡିଶାବୋର୍ଡ ଅଫ ରେଭେନ୍ୟୁରେ କାର୍ଯ୍ୟାଳୟ ରେ ଅଗ୍ନିକାଣ୍ଡ ନିଆଁ

ବୋର୍ଡ ଅଫ ରେଭେନ୍ୟୁରେ କାର୍ଯ୍ୟାଳୟ ରେ ଅଗ୍ନିକାଣ୍ଡ ନିଆଁ

କଟକ : ଓଡିଶା ବୋର୍ଡ ଅଫ ରେଭେନ୍ୟୁ କାର୍ଯ୍ୟାଳୟ ରେ ଅଗ୍ନିକାଣ୍ଡ । ନିଆଁ ଆୟତ ପାଇଁ ୨ ଟି ଦମକଳ ବାହିନୀ ର ଉଦ୍ୟମ ଜାରି। ନିଆଁ କେମିତି ଲାଗିଲା ଏଯାଏ ସ୍ପଷ୍ଟ ହୋଇନି । ବୋର୍ଡ ଅଫ ରେଭନୟୁରେ ତୃତୀୟ ମହଲାରେ ଅଗ୍ନି କାଣ୍ଡ । ଅଫିସ କର୍ମଚାରୀ , ସ୍ଥାନୀୟ ଲୋକେ ନିଆଁ କୁ ଆୟତ କରିଥିବା ସୂଚନା । ଚାରିଆଡେ ଆଡେ ନିଆଁ ନାବ୍ୟାପିବା ପାଇଁ ପହଁଚିଲା ଅଗ୍ନିଶ୍ରମ ବିଭାଗ ।
https://onakhabar.com/2020/02/15/truum-modi-road-show-ahamdabad/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking