32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପାକିସ୍ତାନର ପେଶୱାରରେ ବଡ ବିସ୍ଫୋରଣ : ୭ ମୃତ, ୭୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର

ପାକିସ୍ତାନର ପେଶୱାରରେ ବଡ ବିସ୍ଫୋରଣ : ୭ ମୃତ, ୭୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର

ପେଶୱାର : ପାକିସ୍ତାନର ପେଶାୱରର ମଦ୍ରାସା ନିକଟରେ ହୋଇଛି ବଡ଼ ଧରଣର ବିସ୍ଫୋରଣ । ଏହି ବିସ୍ଫୋରଣ ମଦ୍ରାସା, ଦୀର କଲୋନୀରେ ହୋଇଛି । ରିଲିଫ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବିସ୍ଫୋରଣରେ ୭ଜଣଙ୍କ ମୃତ୍ୟୁ ହୋଇଛି ଓ ୭୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଅବସ୍ଥା ଗୁରୁତର ରହିଛି। ତେବେ ଏହି ବିସ୍ଫୋରଣ ପଛର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । କେତେକ ଲୋକଙ୍କ କହିବା ଅନୁସାରେ ଏହା ସିଲିଣ୍ଡର ବ୍ଲାଷ୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking