32.1 C
Bhubaneswar
Friday, April 26, 2024
Homeଓଡିଶାଭୁବନେଶ୍ୱରଏଣିକି ସ୍କୁଲରେ ଦିଆଯିବ ଅଲିମ୍ପିକ୍ ଶିକ୍ଷା: ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଏଣିକି ସ୍କୁଲରେ ଦିଆଯିବ ଅଲିମ୍ପିକ୍ ଶିକ୍ଷା: ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଣିକି ସ୍କୁଲ ସ୍ତରରୁ ଅଲିମ୍ପିକ ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ । ସ୍କୁଲରେ ଅଲିମ୍ପିକ ଶିକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଥମିକ ପର୍ଯ୍ୟାୟରେ ଦୁଇ ସ୍ମାର୍ଟ ସିଟିରେ ୯୦ ସ୍କୁଲରେ ଅଲିମ୍ପିକ ଶିକ୍ଷାଦାନ ହେବ । ତେବେ ରାଉରକେଲାରେ ୨୭ ଓ ଭୁବନେଶ୍ୱରରେ ୬୩ଟି ସ୍କୁଲରେ ଯୋଜନା ଲାଗୁ ହେବ । ଚୀନ ଓ ଜାପାନ ଭଳି ଖେଳାଳି ସୃଷ୍ଟି କରିବାକୁ ସରକାରଙ୍କର ଲକ୍ଷ୍ୟ ରହିଛି । ସାରା ରାଜ୍ୟରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏପରି ନିଷ୍ପତ୍ତି ନେଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking