30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଇ- ରିକ୍ସା ବ୍ୟାଟେରୀ ଫାଟି ମହିଳାଙ୍କ ସହ ଦୁଇ ଶିଶୁ ମୃତ

ଇ- ରିକ୍ସା ବ୍ୟାଟେରୀ ଫାଟି ମହିଳାଙ୍କ ସହ ଦୁଇ ଶିଶୁ ମୃତ

ଲକ୍ଷ୍ମୌ: ଇ-ରିକ୍ସା  ବ୍ୟାଟେରୀ ଫାଟି ଜଣେ ମହିଳାଙ୍କ ସହ ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ଏହି ଇ-ରିକ୍ସାଟି ତାଙ୍କ ସ୍ୱାମୀଙ୍କର ବୋଲି ଜଣା ପଡିଛି । ଉତ୍ତରପ୍ରଦେଶର ନିଓ୍ୱାଜପୁରଓ୍ୱା ଅଞ୍ଚଳରେ ଘଟିଛି । ଇ-ରିକ୍ସା ଚାଳକ ତାଙ୍କ ଘରେ ଅନେକ ବ୍ୟାଟେରୀକୁ ଚାର୍ଜରେ ବସାଇଥିଲେ । ଏହି ସମୟରେ ସେହି କୋଠରୀରେ ଚାଳକଙ୍କ ସ୍ତ୍ରୀ , ତିନି ପିଲା ଏବଂ ତାଙ୍କ ଛୋଟ ଭାଣିଜୀ ଶୋଇଥିଲେ । ଅଧିକ ଚାର୍ଜିଂ ଯୋଗୁଁ ଗୋଟିଏ ବ୍ୟାଟେରୀ ସକାଳ ୫ ବେଳେ ଫାଟି ଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking