36.1 C
Bhubaneswar
Saturday, May 18, 2024
Homeଓଡିଶାଅହଙ୍କାର ଛାଡିଲେ ସଫଳତା ମିଳିବ: ଭକ୍ତ ଦାସ

ଅହଙ୍କାର ଛାଡିଲେ ସଫଳତା ମିଳିବ: ଭକ୍ତ ଦାସ

ଭୁବନେଶ୍ୱର: ଫଳାଫଳ ନେଇ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଇଗୋ ଓ ଅହଙ୍କାର ଛାଡିଲେ ଓଡିଶାରେ ସଫଳତା ମିଳିବ । ଓଡିଶାରେ ଦୁର୍ବଳ ନେଇ ଆତ୍ମସମୀକ୍ଷାର ଅନୁଭବ ଦରାକର । ଆମେ ଏକ ହୋଇପାରିଲେ ଏତେ କଥା ଶୁଣିବାକୁ ମିଳିବନି । ପରିସ୍ଥିତି ବଦଳିବାକୁ ମାତ୍ର ମାସେ ସମୟ ଲାଗିବ ।

କର୍ଣ୍ଣାଟକରେ ଡେଡ୍‌ଲ କମ୍ବିନେସନ ଏକାଠି ହେବାରୁ ସଫଳତା ମିଳିଲା । ସିଦ୍ଦରମୈୟା ବହୁତ ଲୋକପ୍ରିୟ ଏବଂ ଶିବକୁମାର ହେଉଛନ୍ତି ଦୃଢ ସଂଗଠକ । ରାହୁଲ ଗାନ୍ଧିଙ୍କୁ ଅପମାନିତ କରାଯିବାର ପ୍ରଭାବ ମଧ୍ୟ ପଡିଲା । ପଲିଟିକାଲ ୱାର୍କ ଆଗରେ ଅର୍ଥ ଓ ବାହୁବଳ କାମ ଦେବନ ବୋଲି କହିଛନ୍ତି କଂଗ୍ରେସ ନେତା ଭକ୍ତ ଦାସ ।

ସବୁବେଳେ ଆପଣଙ୍କୁ ଫିଟ୍ ରଖିବ ଅଳାଁ,ଏଥିରେ ଅଛି ଆୟୁର୍ବେଦିକ ଗୁଣ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking