24.1 C
Bhubaneswar
Thursday, May 9, 2024
Homeଅପରାଧଦୋକାନୀଙ୍କ ମୁହଁରେ ସ୍ପ୍ରେ ମାରି ଟଙ୍କା ଲୁଟି ନେଲେ ଦୁର୍ବୁତ

ଦୋକାନୀଙ୍କ ମୁହଁରେ ସ୍ପ୍ରେ ମାରି ଟଙ୍କା ଲୁଟି ନେଲେ ଦୁର୍ବୁତ

କଟକ : ରାଜ୍ୟର ଅଧିକାଂଶ ସ୍ଥାନରେ ଲୁଟେରାଙ୍କ ଉତ୍ପାତ ବଢିବାରେ ଲାଗିଛି । ଶୁକ୍ରବାର କଟକ ସଦର ଥାନା ଗୋପାଳପୁର ଅଂଚଳରେ ଆଉ ଏକ ଲୁଟର ଖବର ସାମ୍ନାକୁ ଆସିଛି । ମଟନ ନେବା ବାହାନାରେ ଜଣେ ଦୁର୍ବୁତ ମଟନ ଦୋକାନୀଙ୍କ ମୁହଁରେ ସ୍ପ୍ରେ କରି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ତେବେ ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking